ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ କମିଲା

ମୁମ୍ବାଇ: ଗୁରୁବାର ପ୍ରତ୍ୟୁଷରୁ ଆମେରିକୀୟ ଡଲାର୍‌ ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଆହୁରି ୮୦ ପଇସା ହ୍ରାସ ପାଇ ୬୮. ୮୯ ପହଞ୍ଚିଛି। ପୂର୍ବରୁ ଏହାର ମୂଲ୍ୟ ଥିଲା ୬୮. ୬୧ ଥିଲା।

ବୁଧବାର ଦିନ ୧୯ ମାସ ମଧ୍ୟରେ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ଥିଲା ସବୁଠୁ କମ୍‌।

୨୦୧୬ ନଭେମ୍ବର ୨୪ ତାରିଖ ଦିନ ଟଙ୍କା ମୂଲ୍ୟ ଡଲାର୍‌ ମୂଲ୍ୟ ତୁଳନାରେ ସବୁଠୁ କମ୍‌ ହୋଇ ୬୮. ୮୬୫୦ ରେ ପହଞ୍ଚିଥିଲା।

ବ୍ୟବସାୟୀମାନେ ଆଶା କରିଛନ୍ତି ଯେ ମୁଦ୍ରା ମୂଲ୍ୟର ଯେମିତି ଅଧିକ କ୍ଷତି ନ ହୁଏ ସେଥି ପ୍ରତି ରିଜର୍ଭ ବ୍ୟାଙ୍କ୍‌ ପଦକ୍ଷେପ ଗ୍ରହଣ କରିବ।

ସମ୍ବନ୍ଧିତ ଖବର