ଭଲ୍‌ଭୋ ଏକ୍ସସି ୪୦କୁ ପୁରସ୍କାର

ଭୁବନେଶ୍ବର, : ଭଲ୍‌ଭୋର ଏକ୍ସସି ୪୦କୁ ପ୍ରିମିୟମ୍ କାର୍‌ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଆଇକୋଟି ସମାରୋହରେ ଏହି କାର୍‌କୁ ଦୁଇଟି ପୁରସ୍କାର ମିଳିଛି। ଏହାର ପୂର୍ବଦିନ ଏହି କାର୍‌କୁ ଅଟୋ କାର୍‌ ପୁରସ୍କାର ମିଳିଥିଲା। ଏହି ଦୁଇ କାର୍‌ ପୁରସ୍କାର ପାଇଁ ଆମେ ଅତ୍ୟନ୍ତ ଉଲ୍ଲସିତ ବୋଲି କଂପାନିର ମୁଖ୍ୟ ପରିଚାଳନା ନିର୍ଦେଶକ ଚାର୍ଲସ୍‌ ଫ୍ରମ୍ପ୍ କହିଛନ୍ତି।

ସମ୍ବନ୍ଧିତ ଖବର