ଭୁବନେଶ୍ୱର: ଗତ ୧୮ ତାରିଖ ଦିନ ବିଜେଡି ପକ୍ଷରୁ କରାଯାଇଥିିବା ୫ ଘଣ୍ଟିଆ ହରତାଳ ସମୟରେ ବିଭିନ୍ନ ିହଂସାତ୍ମକ କାଣ୍ଡ ଭିଆଇଥିବା ଅଭିଯୋଗରେ ଆଜି କମିସନରେଟ୍ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନଙ୍କ ମଧ୍ୟରୁ ୬ ଜଣଙ୍କୁ କମିସନରେଟ୍ ପୁଲିସ ଗିରଫ କରିଥିବା ବେଳେ ୩ ଜଣଙ୍କୁ ସହିଦନଗର ପୁଲିସ ଗିରଫ କରିଛି।