ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଯୁବକଙ୍କୁ ସ୍ୱାବଲମ୍ବୀ କରାଗଲେ ଦେଶର ବିକାଶ ହେବ

ବୌଦ୍ଧ: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଶାନ୍ତିକୁଞ୍ଜ ହରିଦ୍ୱାରଠାରୁ ବାହାରିଥିବା ଯୁବ କ୍ରାନ୍ତି ରଥ ଭାରତ ଯାତ୍ରା ବୌଦ୍ଧ ଜିଲ୍ଲାରେ ପହଞ୍ଚିଛି। ଏ ଅବସରରେ ରଥ ପଡ଼ିଆରେ ଆୟୋଜିତ ସଭାରେ ଏନ୍‌ଏସି ଏନ୍‌ଏସିର ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟୋଲି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ କାରା ଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୈାରାଜଜ ଶୁଚିସ୍ମିତା ମିଶ୍ର ସୋମବାର ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ତାଙ୍କ ରାୟରେ ଜଣେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ ସହିତ ୧ ଲକ୍ଷଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କରା ଦଣ୍ଡାଦେଶର ରାୟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସର୍ବେକ୍ଷଣ ଆରମ୍ଭ

ବୌଦ୍ଧ: ଜିଲ୍ଲାର ୩୯୧ଟି ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଗୃହକୁ ଗୃହ ସର୍ବେକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖ ଠାରୁ ୩୦ ତାରିଖ ଯାଏଁ ଚାଲିବ। ଏହି ଦିନ ଗୁଡିକରେ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକାରେ ନାମ ଯୋଗ କରିବା, ନାମ ବାଦ କରିବା ଭଳି ସଂଶୋଧନ କାର୍ଯ୍ୟ ସମେତ…
ଅଧିକ ଖବର ଦେଖନ୍ତୁ...

ଚକଡ଼ା ପରେ ବର୍ଷା; ଚିନ୍ତାରେ ଚାଷୀ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଚାଷୀ ଏଥର ବହୁ କ୍ଷତି ସହିଲେଣି। ବର୍ଷ ଆରମ୍ଭରୁ ଚାଷ କାମକୁ ନେଇ ଚାଷୀ କୁଳ ବଡ ଆଶଙ୍କାରେ ପଡ଼ିଥିଲେ। ମୌସୁମୀ ଆସିବାରେ ବିଳମ୍ବ ହେବାରୁ ଚାଷ କାମ ଏଥର ଅଗଷ୍ଟ ମାସ ଯାଏଁ ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କୁ ଯେଉଁ ଧାନ ବିହନ ଦିଆଯାଇଥିଲା ସେଥିରୁ ଅଧା ଗଜା…
ଅଧିକ ଖବର ଦେଖନ୍ତୁ...

ରେଡିଓ ମୁସ୍କାନ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା

ଫୁଲବାଣୀ: ଫୁଲବାଣୀର କାମ କରୁଥିବା ବେତାର ସଂସ୍ଥା ରେଡ଼ିଓ ମୁସ୍କାନ୍‌ର ଚେୟାରମ୍ୟାନ ଧନେଶ୍ୱର ସାହୁଙ୍କ ନାଁରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ସଂଗିନ ଅଭିଯୋଗ ଆଣିଛନ୍ତି। ବିବାହ ପ୍ରଲୋଭନ ଦେଖାଇ ଶ୍ରୀ ସାହୁ ତାଙ୍କର ସର୍ବସ୍ୱ ଲୁଟିଥିବା ଓ ହତ୍ୟା ଧମକ ଦେଉଥିବା ଦର୍ଶାଇ…
ଅଧିକ ଖବର ଦେଖନ୍ତୁ...

କଣ୍ଟାମାଳ ବନାଞ୍ଚଳ: ୨ ହାତୀ ଦାନ୍ତ ଉଦ୍ଧାର, ୨ ମାଫିଆ ଗିରଫ

କଣ୍ଟାମାଳ: ବୌଦ୍ଧ ବନଖଣ୍ଡ କଣ୍ଟାମାଳ ଫରେଷ୍ଟ ରେଞ୍ଜ ବୌଦ୍ଧ-ଫୁଲବାଣୀ ସୀମାନ୍ତର ମାତାକୁପା ରିଜର୍ଭ କମ୍ପାର୍ଟମେଣ୍ଟ ଅଞ୍ଚଳରୁ ଜଙ୍ଗଲ ବିଭାଗ ଦ୍ୱାରା ୨ ଖଣ୍ଡ ହାତୀ ଦାନ୍ତ ଉଦ୍ଧାର କରାଯାଇଛି। ଏଥିରେ ସଂପୃକ୍ତ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସୂତାନୀ ଗାଁର ସୁନାଭ ବଘାର(୩୫)…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମରିଗଲେ ନାରୀକୁ ବିଧବା ବେଶ କରାଇବା ଉଚିତ ନୁହେଁ: ବାବା ବଳିଆ

ବୌଦ୍ଧ: ଜଣେ ନାରୀ ବିଧବା ହେଲେ ତାକୁ ଯେପରି ଭାବେ ଅବହେଳିତ, ନିର୍ଯାତିତ ଓ ଅସହାୟ ଅବସ୍ଥାରେ ବୈଧବ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିିଥାଏ ତାହା ସୁସ୍ଥ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଏଣୁ ଏ ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ। ଆବଶ୍ୟକ ସ୍ଥଳେ ଏଥିପାଇଁ ଆଇନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରମୁଖ ଶାସନ ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ରାଜ୍ୟ ସରକାରଙ୍କ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ କାମର ସମୀକ୍ଷା କରିଥିବା ବେଳେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଗୁରୁବାରଠାରୁ ଶ୍ରୀ ଗର୍ଗ ବୌଦ୍ଧ ଜିଲ୍ଲାକୁ ଗସ୍ତ କରିଥିବା ବେଳେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ…
ଅଧିକ ଖବର ଦେଖନ୍ତୁ...

ପ୍ରତାପ ରଣା ହତ୍ୟା ମାମଲା:୪ ମାସ ପରେ ଅଭିଯୁକ୍ତ ଗିରଫ

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କିରାଶିରା ଗାଁର ପ୍ରତାପ ରଣା (୬୫) ହତ୍ୟା ମାମଲାର ଅଭିଯୁକ୍ତ ହାଲୁ ଓରଫ ରମେଶ ଡାଙ୍ଗକୁ ପୁଲିସ ୪ ମାସ ପରେ ଗୁରୁବାର ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଜୁଲାଇ ୯ ତାରିଖ ଦିନ ପ୍ରତାପ ଓ ତାଙ୍କ ପୁଅ ସୁରୁବାବୁ ରଣା (୩୫)…
ଅଧିକ ଖବର ଦେଖନ୍ତୁ...

ଡମ୍ପରକୁ ପିଟିଲା ଭ୍ୟାନ :ଚାଳକ ଓ ଦୁଇ ଶ୍ରମିକ ଗୁରୁତର

ଚାରିଛକ/ଆଡ଼େଣିଗଡ଼: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକସ୍ଥିତ କୁଇରି ଘାଟିରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର (ଓଆର ୦୪ ଡି ୯୭୬୩)କୁ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୩ ଇ ୧୭୪୮) ଧକ୍କା ଦେଇଥିଲା। ଫଳରେ ଭ୍ୟାନ ଚାଳକ ବଲାଙ୍ଗୀର ସୁଦପଡ଼ାର ପଙ୍କଜ ପ୍ରଧାନ(୩୦), ଦୁଇ ଶ୍ରମିକ…
ଅଧିକ ଖବର ଦେଖନ୍ତୁ...