ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା:ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ: ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ ମାମଲାର ବିଚାର କରି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ବାଉଁଶୁଣୀ ଥାନା ଜଟିପାଲି ଅଂଚଳର ଜଣେ କଲେଜ ଛାତ୍ରୀ ମାର୍ଚ ୨୪, ୨୦୧୭ରେ…
ଅଧିକ ଖବର ଦେଖନ୍ତୁ...

ଫୁଲୁଛି ବିଜେପି, ଛିଡୁଛି କଂଗ୍ରେସ, ବିଜେଡି ଟଳମଳ

ବୌଦ୍ଧ(ବାଲାଜୀ ବିଭୁରଂଜନ ତରାସିଆ): ବୌଦ୍ଧ ଜଲ୍ଲାରେ ଗତ ଦୁଇ ଦଶନ୍ଧି ହେଲା ବିଜେଡି ରାଜ୍‌ ଚାଲିଛି। ପଂଚାୟତ ସ୍ତରରୁ ଆରମ୍ଭ କରି ଲୋକସଭା ନିର୍ବାଚନ ଯାଏଁ ସବୁଠି ବିଜେଡି ତାର ପାତିଆରା ଜାହିର କରିଛି। ବିଗତ ୨୦ ବର୍ଷ ହେଲା ବୌଦ୍ଧ ନିର୍ବାଚନମଣ୍ଡଳୀରୁ ପ୍ରଦୀପ ଅମାତ୍‌ ବିଜୟୀ ହୋଇ ଆସୁଥିବା…
ଅଧିକ ଖବର ଦେଖନ୍ତୁ...

ନୂଆ ଟ୍ରାନ୍‌ସଫର୍ମର ସ୍ଥାପନ ଦାବି : ଜେଇଙ୍କ ଅଫିସ୍‌ ଘେରିଲେ ଲୋକେ

ବିନିକା: ବିନିକା ସହର ୩ ନମ୍ବର ଓ୍ଵାର୍ଡ ବେତ୍ରାପଡ଼ାରେ ପ୍ରାୟ ୮ ଦିନ ହେବ ଟ୍ରାନ୍ସଫର୍ମର ପୋଡ଼ି ଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହାର ପ୍ରତିବାଦରେ ବୁଧବାର ସକାଳେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ଧରି ବିନିକା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ଦମ୍ପତି ମୃତ

ବୌଦ୍ଧ/ଚାରିଛକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଏନ୍‌ଏଚ୍‌ ନଂ ୫୭ର ନୂଆପଡ଼ା କେନ୍ଦୁପତ୍ର ଫଡି ନିକଟରେ ଶନିବାର ସକାଳେ ଏକ ଟ୍ରକ ଦୁର୍ଘଟଣାରେ ବଲାଙ୍ଗୀର ସାଲେପାଲିପଡ଼ାର ଜୟକୃଷ୍ଣ ସାହୁ (୬୦)ଓ ତାଙ୍କ ସ୍ତ୍ରୀ ପାର୍ବତୀ ସାହୁଙ୍କ ମୃତ୍ୟୁ ଘଟିଛି। ଜୟକୃଷ୍ଣଙ୍କ…
ଅଧିକ ଖବର ଦେଖନ୍ତୁ...

ଆଈର ଶବକୁ କାନ୍ଧରେ ବୋହି ନେଲେ ନାତି

ବଘିଆପଡ଼ା: ବାସନ୍ଦ ଆଳ ଦେଖାଇ ଜାତି ସମାଜ ଆସିଲେନି। ଘର ଡିହ ବିବାଦ ଯୋଗୁଁ ପୁଅ ବି ଆସିଲେନି। ଦୁଇଦିନ ଶବ ପଡ଼ି ରହିବା ପରେ ନାତି ଅର୍ଥାତ୍‌ ଝିଅର ପୁଅ ଆଈଙ୍କ ଶବକୁ ଏକା କାନ୍ଧେଇ ନେଇ ସତ୍କାର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ପଞ୍ଚାୟତର ବଘିଆପଡ଼ାରେ। ଏହି…
ଅଧିକ ଖବର ଦେଖନ୍ତୁ...

ବାଇକ୍‌କୁ ପିଟିଲା କାର, ଜଣେ ଆହତ

ସାହାଜପାଲ: ବୌଦ୍ଧ ବ୍ଲକ୍‌ ତାଳସରଡ଼ା ପଞ୍ଚାୟତର ଏନ୍‌ଏଚ୍‌ ୫୭ ସାହାଜପାଲ ଠାରେ ଏକ ବାଇକ୍‌ ଇଣ୍ଡିକା କାର ଧକ୍କା ଦେବାରୁ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନ ୧ଟା ସମୟରେ ବୌଦ୍ଧ ଆଡୁ ସୋନପୁର ଅଭିମୁଖେ ଆସୁଥିବା ଏକ ନମ୍ବର ବିହୀନ ବାଇକ୍‌କୁ ସାହାଜପାଲ ପୃଷ୍ଟି ଗ୍ୟାରେଜ ପାଖରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ସହ କାର୍‌ ଓ ବାଇକ ଜବତ: ୩ ଗିରଫ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ ଗଂଜେଇ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବା ସହ ଏଥିରେ ବ୍ୟବହୃତ ଏକ କାର୍‌ ଓ ଦୁଇଟି ବାଇକ୍‌କୁ ସୋମବାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲେ। ପ୍ରକାଶ ଯେ ଏକ କାର୍‌ (ଓଆର୍‌୦୩ବି-୬୭୬୭)ରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଶୋଚନୀୟ ହୋଇପଡ଼ିଛ ଗ୍ରାମ୍ୟ ସମସ୍ୟା

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକର ଅଧିକଂଶ ଗ୍ରାମରେ ଗାଁ କଲ୍ୟାଣ ସମିତିର କାର୍ଯ୍ୟକଳାପ ବର୍ତ୍ତମାନ ପ୍ରହସନ ପାଲଟିଛି। କେବଳ କାଗଜ କଲମରେ ଗାଁ ଗୁଡିକର କଲ୍ୟାଣ ହେଉଥିବା ବେଳେ ବାସ୍ତବ ସ୍ଥିତି ଓଲଟା ହୋଇପଡ଼ିଛି। କଣ୍ଟାମାଳ ବ୍ଲକର ୨୪ଟି ପଞ୍ଚାୟତର ୪୦୮ ଟି ରାଜସ୍ୱ ଗ୍ରାମ ମଧ୍ୟରୁ ୩୯୩ଟି…
ଅଧିକ ଖବର ଦେଖନ୍ତୁ...

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଥାନା ଘେରାଉ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆବାହକ ଦେବେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଶୁକ୍ରବାର ଶତାଧିକ ଜମାକାରୀ ହାଟପଦା ଶିବ ମନ୍ଦିରରୁ ବିଭିନ୍ନ ସ୍ଲୋଗାନ ସହ ଏକ ଶୋଭାଯାତ୍ରାରେ କଣ୍ଟାମାଳ ଥାନା ସମ୍ମୁଖରେ ପହଞ୍ଚିଥିଲେ। ଚିଟଫଣ୍ଡ…
ଅଧିକ ଖବର ଦେଖନ୍ତୁ...

ତେଲ ନଦୀରେ ଭାସି ଯାଉଥିବା ଯୁବକ ଉଦ୍ଧାର

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତ ଟପର୍ଣ୍ଣା ଗାଁର ଯୁଗଳ କୁଦେଇ (୩୦) ତେଲ ନଦୀରେ ଭାସି ଯାଉଥିବା ବେଳେ ଧୀବରମାନେ ତାଙ୍କୁ ଉଦ୍ଧାର କରିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଶ୍ରୀ କୁଦେଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀ ସ୍ରୋତରେ ଭାସି…
ଅଧିକ ଖବର ଦେଖନ୍ତୁ...