ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

୮କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ: ବୁଧବାର କଣ୍ଟାମାଳ ଥାନା ପୁଲିସ ୮ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଚାନ୍ଦିନିଆମୁଣ୍ଡା ଗାଁର ରବି କର୍ମୀ (୨୧)ଙ୍କୁ ଗିରଫ କରିଛି। ରବି ଏକ ବାଇକ (ଓଡି-୩୧ଏ୭୨୧୨)ରେ ଗଞ୍ଜେଇ ନେଇ ଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢଉ କରିଥିଲା। ଅବକାରୀ ଅଧୀକ୍ଷକ ଶାନ୍ତନୁ ନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ଗଡ଼ଜାତ ଲୋକ ମହୋତ୍ସବ ୧୫ରୁ

ବୌଦ୍ଧ,: ହରଭଙ୍ଗା ବ୍ଲକ ବୀରନରସିଂପୁରରେ ରାଜ୍ୟସ୍ତରୀୟ ଗଡ଼ଜାତ ଲୋକ ମହୋତ୍ସବର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ଜିଲ୍ଲା କଳା ସଂସ୍କୃତି ପରିଷଦ ଓ ବୀର ନରସିଂହପୁର ପଞ୍ଚାୟତର ମିଳିତ ଅନୁକୂଲ୍ୟରେ ୧୫ ତାରିଖରେ ଏହା ଆରମ୍ଭ ହେବ। ରାଜ୍ୟ ଓ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେବେ। ଏହି…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଜିଲ୍ଲାର ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ଅନୁଧ୍ୟାନ

ସମ୍ବଲପୁର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୁଡ଼ା ପଞ୍ଚାୟତର ଝିଙ୍କେରପାଲି ଗ୍ରାମରେ ଆତ୍ମପ୍ରକାଶ କରିଥିବା ଏକ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ସ୍ଥଳକୁ ବିଶିଷ୍ଟ ଐତିହାସିକ ଡ. ଦଧିବାବନ ମିଶ୍ର, ଶଶାଙ୍କ ପଣ୍ଡା ତଥା ଯୁବ ଐତିହାସିକ ଦୀପକ କୁମାର ପଣ୍ଡା ଏବଂ ବିଭୂଦତ୍ତ ପ୍ରମୋଦ…
ଅଧିକ ଖବର ଦେଖନ୍ତୁ...

ଅଗିକାଣ୍ଡ: ଦୁଇ ମାସର ଯାଆଁଳା ଶିଶୁଙ୍କୁ ଉଦ୍ଧାର କଲେ ୩ ବର୍ଷର ଶିଶୁ

ବୌଦ୍ଧ : ବୌଦ୍ଧ ବ୍ଲକ୍‌ ଆମ୍ବଝରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଜାମାରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଜାମାରି ଗ୍ରାମର ଜୟ ମଲିକ ଏବଂ ତାଙ୍କ ପତ୍ନୀ ସବିତା ମଲିକ ଜଙ୍ଗଲକୁ କାମ କରିବାକୁ ଯାଇଥିବା ବେଳେ ଘରେ ୩ ବର୍ଷ ଏବଂ ୨ ମାସର ଦୁଇଟି ଯାଅାଁଳା ଛୁଆଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁଜିତ ହତ୍ୟାକାଣ୍ଡ ଘଟଣା: ହତ୍ୟାକାରୀ ଫେରାର୍‌

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ କୁରୁମୁଣ୍‌ଡା ଛକ ପାଖରେ ସୋମବାର ସଂଧ୍ୟାରେ ରାଜନୈତିକ ସଂଘର୍ଷ ଘଟି ଶରଧାପାଲିର ସୁଜିତ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇ ସୋନପୁର ଡାକ୍ତରଖାନାରେ ଏବେ ବି ଚିକିତ୍ସିତ ହେଉଛନ୍ତି। ତେବେ ହତ୍ୟାକାରୀମାନଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଶଗଡ଼ାରେ ରାଜନୈତିକ ସଂଘର୍ଷ : ଜଣେ ମୃତ, ଜଣେ ଗୁରୁତର

ମନମୁଣ୍ଡା : ସୋମବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ କୁରୁମୁଣ୍ଡା ଛକ ନିକଟରେ ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଶରଧାପାଲି ଗ୍ରାମର ସୁଜିତ ପ୍ରଧାନ (୨୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଟୁନା ଓରଫ ଦଶରଥ ପ୍ରଧାନ (୨୮) ଗୁରୁତର ଆହତ ହୋଇ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ ଅଭିଯୋଗରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜହ୍ନାପଙ୍କ: ବୁଧବାର ଅତିରିକ୍ତ ଜିଲ୍ଲା ଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଅଭିଯୁକ୍ତ ବୌଦ୍ଧ ଜିଲ୍ଲା କଙ୍କଲା ଗାଁର ଦେବବ୍ରତ ବେହେରାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୪ ମସିହା ଫେବ୍ରୁଆରି ୨୭ ତାରିଖରେ ଦେବବ୍ରତ ଜଣେ ନାବାଳିକାକୁ ଅପହରଣ ଓ…
ଅଧିକ ଖବର ଦେଖନ୍ତୁ...

୧. ୩୫ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଗଲା

ବୌଦ୍ଧ: ବୌଦ୍ଧ ବ୍ଲକ୍‌ ଆମ୍ବଝରୀ ପଞ୍ଚାୟତ ଆଙ୍କୁନ, ବବଡ଼ା ଗାଁରେ ୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମୋଟ ୧ ଲକ୍ଷ ୩୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ। ବୌଦ୍ଧ ଅବକାରୀ ଅଧୀକ୍ଷକ ଶାନ୍ତନୁ ନାଏକ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ମହୋତ୍ସବ ଜାନୁଆରି ୨ରୁ

ବୌଦ୍ଧ: ଜିଲ୍ଲାସ୍ତରୀୟ ବୌଦ୍ଧ ମହୋତ୍ସବ-୨୦୧୮ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାଏକ, ପିଡି ଡିଆରଡିଏ ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥା ଘେରରେ ମଣିପୁର ଆଦର୍ଶ ବିଦ୍ୟାଳୟ:ଶିକ୍ଷା ବର୍ଷ ସରିବ, ସରିଲାନି ଛାତ୍ରାବାସ ନିର୍ମାଣ

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଅନ୍ତର୍ଗତ ମଣିପୁରରେ ଥିବା ଆଦର୍ଶ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ସ୍କୁଲରେ ବର୍ତ୍ତମାନ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୋଟ୍‌ ୧୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ଶିକ୍ଷାଦାନ ପାଇଁ ମୋଟ୍‌ ୧୧ ଜଣ ଶିକ୍ଷକ ଆବଶ୍ୟକ ଥିବା…
ଅଧିକ ଖବର ଦେଖନ୍ତୁ...