ଡାକ୍ତର ରବୀନ୍ଦ୍ର ଜେନାଙ୍କ ଜାମିନ ଆବେଦନ ଖାରଜ, ୩ ପର୍ଯ୍ୟନ୍ତ ଜେଲ

କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ଜାମିନ ଆଦେନକୁ ଭିଜିଲାନ୍ସ କୋର୍ଟ ଗୁରୁବାର ଖାରଜ କରି ଦେଇଥିବା ସୂଚନା ମିଳିଛି। ଜାମିନ ଖାରଜ ହେବା ପରେ ସେ ୨୦୧୮ ଜାନୁଆରି ୩ ପର୍ଯ୍ୟନ୍ତ ବିଚାର ବିଭାଗର ହାଜତରେ ରହିବେ। ଓଡ଼ିଶାରୁ ପଶ୍ଚିମ ଆଡ଼କୁ ଏକ ଇନୋଭାରେ ଯାଉ ଯାଉଥିବା ଡାକ୍ତର ଜେନାଙ୍କୁ ବାଲେଶ୍ୱରରୁ ବୁଧବାର ସନ୍ଧ୍ୟାରେ ଗିରଫ କରାଯିବା ପରେ କଟକର ଭିଜିଲାନ୍ସ କୋର୍ଟକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର