ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୧୬ ଗୁରୁତର

ମାଲକାନଗିରି: ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ନିକଟରେ ଏକ ଟ୍ରକକୁ ଯାତ୍ରୀବାହୀ ବସଟି ପିଟିଥିଲା। ଏହି ଦୁର୍ଘଟଣାରେ ୧୬ ଜଣ ଗୁରୁତର ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା।

ଗୁରୁତରମାନଙ୍କୁ ପ୍ରଥମେ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେମାନଙ୍କୁ ବିଶାଖାପାଟଣାକୁ ପଠାଯାଇଛି।

ସମ୍ବନ୍ଧିତ ଖବର