ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ପୃଥକ ବାଇକ୍‌ ଦୁର୍ଘଟଣାରେ ୩ ମୃତ

କୁଳିଅଣା/ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲାରେ ପୃଥକ ବାଇକ୍‌ ଦୁର୍ଘଟଣାରେ ୩ ଜଣ ଆରୋହୀଙ୍କ ମୃତ୍ୟୁ ହୋଇଛି। ମକର ସଂକ୍ରାନ୍ତିରେ ଏ ଖବର ସେମାନଙ୍କ ପରିବାର ତଥା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଚାନ୍ଦୁଆ ଥାନା ଅଧୀନ ନୋଧନା ନିକଟସ୍ଥ ସୋନାସାହିରେ ଜଣେ ବାଇକ ଆରୋହୀ ଗଛରେ ଧକ୍କା…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର: ଦୁଷ୍କର୍ମ ଉଦ୍ୟମରେ ବିଫଳ ଶ୍ୱଶୁୁର ବୋହୂ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ

ରାଇରଙ୍ଗପୁର:ଗତକାଲି ସକାଳେ ରାଇରଙ୍ଗପୁର ସହରର ଧରମ ଗଳିରେ ରହୁଥିବା ଦମ୍ପତ୍ତି( ଶିବାନୀ ଖେମ୍‌କା ଓ ଅବିନାଶ ଖେମ୍‌କା)ଙ୍କ ଦେହରେ ନିଆଁ ଲାଗିଯିବା ଘଟଣା ଭିନ୍ନ ମୋଡ ନେଇଛି। ଆଜି ଶିବାଙ୍ଗୀଙ୍କ ବାପା ଦିଲ୍ଲୀପ ଅଗ୍ରଓ୍ଵାଲ ରାଇରଙ୍ଗପୁର ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅର…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ୫ ଆହତ

କୁଆମରା/ଉଦଳା : ଗୋପବନ୍ଧୁନଗର ବ୍ଲକ ପୁରୁଣାବାରିପଦା ପଞ୍ଚାୟତର ଚତୁରୀ ଓ ମାଙ୍କଡ଼କେନ୍ଦା ଗ୍ରାମରେ ଭାଲୁ ଆକ୍ରମଣରେ ଆଜି ୫ ଜଣ ଗୁରୁତର ହୋଇଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଚତୁରୀ ଗାଁର ଅନୀଲ ଦାସଙ୍କ ବାଡ଼ିରେ ଏକ ଭାଲୁ ପଶିଥିଲା। ଲୋକେ ତାକୁ ଗୋଡ଼ାଇବାରୁ ଅନ୍ୟଏକ ବାଡ଼ିରେ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ କାର୍ଡ ଲୁଟ୍‌ ଉଦ୍ୟମ : ଧରାପଡ଼ିଲେ ଯୁବତୀ

ବାରିପଦା : ବାରିପଦା ସହରରେ ଆଜି ରାତି ୯ଟାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବତୀ ଏଟିଏମ୍‌ କାର୍ଡ ଲୁଟ୍‌ ଉଦ୍ୟମ କରି ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୩୪ଟି ଏଟିଏମ୍‌ କାର୍ଡ ଜବତ ହୋଇଛି। ବାରିପଦା ତକତପୁର ଏସ୍‌ବିଆଇ ଶାଖା ନିକଟ ଏଟିଏମରେ ସେ ଏଭଳି ଉଦ୍ୟମ କରିଥିଲେ। ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଫଟୋ ଭାଇରାଲ : ଦୁଇ ଛାତ୍ର ଅଟକ

ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡ଼ିଆ ଜଙ୍ଗଲରେ ଜନୈକା ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରି ଫଟୋ ଭାଇରାଲ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ପୁଲିସ ସଂପୃକ୍ତ ଦୁଇ ଛାତ୍ରଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଓ ଅନ୍ୟ ଜଣେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଅସଦାଚରଣ; ଶିକ୍ଷକ ଅଟକ

କପ୍ତିପଦା/ନୂଆସାହି : ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କପ୍ତିପଦା ପୁଲିସ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ଶରତ ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି କଳଙ୍କିତ ଘଟଣା ଘଟିଛି। ପୁଲିସ ସଂପୃକ୍ତ ଶିକ୍ଷକ ଗୟାଧର ସାମଲଙ୍କୁ ଅଧିକ ପଚରାଉଚରା କରୁଛି। ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପାଇଖାନାରେ ବିତୁଛି ବୃଦ୍ଧାଙ୍କ ଜୀବନ

ପଦ୍ମପୁର(ଯଶିପୁର) : ପରିଣତ ବୟସରେ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ଘର ନାହିଁ। ପାଇଖାନାରେ ଜୀବନ ବିତୁଛି। ଏମିତି ଦୁର୍ଭାଗ୍ୟକୁ ଆଦରି ନେଇ ଜୀବନ ଜୀଉଁଛନ୍ତି ବାସନ୍ତୀ ଦେହୁରୀ(୭୦)। ଯଶିପୁର ବ୍ଲକ ଅନ୍ତର୍ଗତ ଯାମଦାସାହି ପଞ୍ଚାୟତ ଗୌଡ଼ଗାଁରେ ତାଙ୍କ ଘର। ସୂଚନା ଅନୁସାରେ, ଆଜକୁ ୯ ବର୍ଷ…
ଅଧିକ ଖବର ଦେଖନ୍ତୁ...

ପତିପତ୍ନୀ କନ୍ଦଳ ଥାନାରେ: ୪ ଗିରଫ

ବେତନଟୀ/ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡ଼ା ଗାଁର ଗଣେଶ୍ୱର ସାହୁଙ୍କୁ ତାଙ୍କ ପତ୍ନୀ ଭିକ୍ଟୋରିଆ କାଳନ୍ଦୀଙ୍କ ସମ୍ପର୍କୀୟମାନେ ଗାଳି ଗୁଲଜ କରିବା ସହିତ ତାଙ୍କ ଜିନିଷପତ୍ର ଚୋରି କରି ନେଇଛନ୍ତି। ଏନେଇ ଗଣେଶ୍ୱର ବୈଶିଙ୍ଗା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗମୂଳେ, ବୈଶିଙ୍ଗା ଥାନା…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗଳା କାଟି ହତ୍ୟା

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଉଦଳା-ସାଇଁକୁଳା ରାସ୍ତାକଡ଼େ ଜଣେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ବେହେରାଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପରେ ସତ୍ୟବାଦୀଙ୍କ ମୃତଦେହକୁ କେନାଲ ନିକଟ କାଳିମନ୍ଦିର ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଜିିରୋ ଆଓ୍ଵାର ସେଲିବ୍ରେସନ ପରେ ଅଗ୍ନିକାଣ୍ଡ. ୧୨ଟି ଗାଡ଼ି ଜଳିଗଲା

ବାରିପଦା: ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ଗ୍ୟାରେଜ୍‌ ସାହିରେ  ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଆୟୋଜିତ ଜିରୋ ଆଓ୍ଵାର  କାର୍ଯ୍ୟକ୍ରମ ପରେ ପରେ  ଆକସ୍ମିକ ଅଗ୍ନିକାଣ୍ଡ ଘଟି ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...