ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ଡାଆଣୀ ସନ୍ଦେହରେ ପୁଣି ଜଣେ ମହିଳାଙ୍କୁ ମାଡ଼

ବଡ଼ସାହି : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଡାଆଣୀ ସନ୍ଦେହରେ ପୁଣି ଜଣେ ମହିଳାଙ୍କୁ ବାନ୍ଧିପକାଇ ମାଡ଼ ମରାଯାଇଛି। ଏଥର ପୁଲିସର ତତ୍‌ପରତା ଯୋଗୁ ସଂପୃକ୍ତ ମହିଳାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାଟି ଏମିତି। ୧୫-୨୦ ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି ଖାଦ୍ୟ ଖାଇ ୧୯ ଶିଶୁ ଅସୁସ୍ଥ

ରାସଗୋବିନ୍ଦପୁର/ଗାଁଅମର୍ଦା : ଅଙ୍ଗନବାଡ଼ି ଖାଦ୍ୟ ଖାଇ ୧୯ ଶିଶୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗଡ଼ିଘାଟି ପଞ୍ଚାୟତ ଟିକାୟତପୁର ଗ୍ରାମର ଅଙ୍ଗନବାଡ଼ି…
ଅଧିକ ଖବର ଦେଖନ୍ତୁ...

୭ ଜଣଙ୍କୁ ଗିରଫ କଲା ପୁଲିସ

ବଡ଼ସାହି: ଭିଡିଓ ଭାଇରାଲ ହେବା ପରେ ବି ଚେତା ପଶିଲାନି। ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲା ପୁଲିସ। ଶେଷରେ ଆଜି ବଡ଼ସାହି ଥାନା ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧୁପୁର ଗ୍ରାମର ମାଗୁଣିଆ ସିଂ, ଯୋଗୀନ ଓରଫ ଯୋଗେନ୍ଦ୍ର ସିଂ, ବୁଧୁରାମ ଓରଫ…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସର ଅନ୍ତ ନାହିଁ! : ୫ ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ  

୧୦ଦିନ ଧରି ଏତଲା ଚାପିଥିଲା ପୁଲିସ, ଭିଡିଓ ଭାଇରାଲ୍‌ ପରେ ତନାଘନା ବଡ଼ସାହି/ସାନକେରକୋ : ଶତ ସଚେତନତା ଉଦ୍ୟମ ସତ୍ତ୍ୱେ ମୟୂରଭଞ୍ଜରେ ଅନ୍ଧବିଶ୍ୱାସର ଅନ୍ତ ହେଉନି। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ଲୋକେ ଜଣେ ବୃଦ୍ଧ ଓ ୫ ଜଣ ମହିଳାଙ୍କୁ ଗଛରେ ବାନ୍ଧି ସର୍ବସମ୍ମୁଖରେ ନିସ୍ତୁକ…
ଅଧିକ ଖବର ଦେଖନ୍ତୁ...

୧୦ ଗିରଫ, ପୁଅବୋହୂ ମୁଖ୍ୟ ଅଭିଯୁକ୍ତ

ରାସଗୋବିନ୍ଦପୁର/ମାଣିଦା : ଡାଆଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦାଫାସ କରିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୁଲିସ। ଏହି ମାମଲାରେ ଅଭିଯୋଗକାରୀ ପୁଅ ଓ ବୋହୂ ହିଁ ମୁଖ୍ୟ ଅଭିଯୁକ୍ତ। ବୋହୂ ସମେତ ମୋଟ ୧୦ ଜଣଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା : ଦୀର୍ଘମାସ ଧରି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଆଜି ଖୋଲିଛି। ଆଜି ପ୍ରଥମ ଦିନରେ ମୋଟ ୧୦ଟି ଚାରିଚକିଆ ଯାନ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଛି। ମୋଟ ୫୯ ଜଣ ପ୍ରଥମ ଦିନରେ ଶିମିଳିପାଳ ବୁଲି ଫେରିଛନ୍ତି। ଶିମିଳିପାଳର…
ଅଧିକ ଖବର ଦେଖନ୍ତୁ...

ପାଣିରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ନୂଆସାହି : ରାସ୍ତା କାମ ପାଇଁ ମାଟି ଖୋଳି ଦେଇଥିଲେ। ଖାଲରେ ପାଣି ଜମିରହିଥିଲା। ସେହି ପାଣିରେ ପଡ଼ି ଆଜି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖଲାଡ଼ି ପଞ୍ଚାୟତ ଫୁଲବାଡ଼ିଆ (ଚତୁରିଘାଟି)ରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁଦ୍ୱୟ ହେଲେ ଠୁମ୍ପୁ…
ଅଧିକ ଖବର ଦେଖନ୍ତୁ...

ବୁଧବାରଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନ ନଭେମ୍ବର ୧ରୁ ଖୋଲିବ। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକ ଯାଇପାରିବେ। ଯଶିପୁର ପଟୁ କାଳିଆଣି ତନଖି ଫାଟକ ଏବଂ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ବାଘଛାଲ, ବଜ୍ରକାପ୍ତା କାତି ଜବତ; ୨ ଗିରଫ

ଉଦଳା: ଶିମିଳିପାଳରେ ଚାଲିଛି ଅବାଧ ବାଘ ଶିକାର। ଆଜି ପୁଣି ଏକ ବାଘଛାଲ ଜବତ ହେବା ଏହାକୁ ପ୍ରମାଣିତ କରୁଛି। ମାସକ ପୂର୍ବରୁ ମଧ୍ୟ ଏକ ବାଘଛାଲ ଜବତ ହୋଇଥିଲା। ଆଜି ବାଘଛାଲ ସହ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ଏ ଘଟଣାରେ ସଂପୃକ୍ତ ଦୁୁଇଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ବାରିପଦା ସହରରେ ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆରମ୍ଭ

ବାରିପଦା : ବାରିପଦା ସହରର ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆଜିଠୁ ଆରମ୍ଭ ହୋଇଛି। ଅପରାହ୍ନରେ ବୁଢାବଳଙ୍ଗ ନଦୀର ଚିପଟଅସ୍ତିଆ ନିକଟରୁ ଘଟ ଆସିବା ପରେ ମା’ଙ୍କର ଚକ୍ଷୁଦାନ ହୋଇଥିଲା। ଏହା ପରେ ପ୍ରଥମ ଦିନର ପୂଜା ରାତ୍ରି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଆସନ୍ତା ନଭେମ୍ବର ୧ ତାରିଖଠାରୁ…
ଅଧିକ ଖବର ଦେଖନ୍ତୁ...