ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ପାଗଳ ପୁଅର ନାରକୀୟ କାଣ୍ଡ : ମା’ଙ୍କୁ ମାରି ଜାଳି ଦେଲା

ରରୁଆଁ : ଜଣେ ମାନସିକ ବିକୃତ ପୁଅ ନିଜ ଜନ୍ମ କଲା ମା’ଙ୍କୁ ଜୀବନରୁ ମାରି ଶେଷରେ ଜାଳି ଦେଇଛି। ଏଭଳି ଲୋମ ଟାଙ୍କୁରା ଘଟଣା ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ୭ନଂ. ଓ୍ଵାର୍ଡରେ ଘଟିଛି। ରରୁଆଁ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଘଟଣାରୁ ପ୍ରକାଶ,…
ଅଧିକ ଖବର ଦେଖନ୍ତୁ...

ଖୁଣ୍ଟା: ଏସଡିଓଙ୍କ ହାତଗୋଡ଼ ବାନ୍ଧିି ଲୁଟ୍‌

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଂଟା ବିଦ୍ୟୁତ ବିଭାଗ ଅଫିସରେ ଅଫିସରେ ୫ରୁ ୬ ଜଣ ଦୁର୍ବୃତ୍ତ ପଶି ଅଫିସରେ ଥିବା ଏସଡିଓଙ୍କ ହାତ ଗୋଡକୁ ବାନ୍ଧି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଅଫିସର ଆଇରନ୍‌ ଚେଷ୍ଟ ଭାଙ୍ଗି ୨ ଳକ୍ଷ ୫୦ ହଜାର ଟଙ୍କା ଓ ଏକ ଲାପ୍‌ଟପ୍‌ ଲୁଟ୍‌୍‌…
ଅଧିକ ଖବର ଦେଖନ୍ତୁ...

ଗହଣା ଦୋକାନରୁ ସଶସ୍ତ୍ର ଡକାୟତି: ଭଡ଼ାଟିଆଙ୍କୁ ବାନ୍ଧିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟିଲେ

ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ଜୁଏଲାରି ଦୋକାନରୁ ଗତକାଲି ରାତିରେ ଡକାୟତି ହୋଇଛି। ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଥିବା ନେଇ ଅମ୍ବିକା ଜୁଏଲର୍ସ ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ଏହି ଦୋକାନ ପଛପଟକୁ ଲାଗିଥିବା ଘରେ ମାଲିକ…
ଅଧିକ ଖବର ଦେଖନ୍ତୁ...

ବଡ଼ସାହି ଥାନା ପାଖରେ ଥିବା ଗହଣା ଦୋକାନରେ ସଶସ୍ତ୍ର ଡକାୟତି

ବାରିପଦା: ଗତକାଲି ରାତିରେ ମୟ୍ରୂରଭଞ୍ଜ ଜିଲ୍ଲା ବମଓସାହି ଥାନା ଅନ୍ତର୍ଗତ ବଡ଼ସାହି ବଜାରରେ ଥିବା ଅମ୍ବିକା ଜୁଏଲାରିରେ ସଶସ୍ତ୍ର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ଡକାୟତମାନେ ଥାନା ପାଖରେ ଥିବା ଏହି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଗଣଦୁଷ୍କର୍ମ: ୬ ଗିରଫ

କୁଳିଅଣା: ୧୦ ବର୍ଷର ଜଣେ ନାବାଳିକା ସୁନିତା (ଛଦ୍ମନାମ) ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତା ସୁନିତା ଜନ୍ମରୁ ମା’ ଛେଉଣ୍ଡ। ସେ ଏବେ ୭ ମାସର ଅନ୍ତଃସତ୍ତ୍ୱା। ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କେନ୍ଦୁଆଡିହା ଗାଁରେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସେନା କର୍ମଚାରୀଙ୍କଠୁ ଲୁଟିଲେ ସାଢ଼େ ୫ ଲକ୍ଷ

ବଇଦପୁର ଜଙ୍ଗଲରେ ବାଇକ୍‌ ଛାଡ଼ିି ପଳାଇଲେ ବେତନଟୀ : ଆଜି ଅପରାହ୍ନରେ ବେତନଟୀର ଏମ୍‌ପିସି ହାଇସ୍କୁଲ ନିକଟରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଛିନ୍‌ତାଇ ହୋଇଛି। ଏହାର ଶିକାର ହୋଇଛନ୍ତି ମେରଦା ଦୁର୍ଗାପୁରର ପୂର୍ବତନ ସେନା କର୍ମଚାରୀ ଲକ୍ଷ୍ମୀଧର ମୁର୍ମୁ। ଲକ୍ଷ୍ମୀଧର ଓ ତାଙ୍କ ଶ୍ୱଶୁର…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଥାନା ଅଧିକାରୀ ଓ ଏଏସ୍‌ଆଇ ଗିରଫ

କପ୍ତିପଦା/ନୂଆସାହି : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନାର ଦୁଇ ପୁଲିସ ଅଧିକାରୀ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ବେଲ୍‌ ବଣ୍ଡ୍‌ ଓ ଜବତ ଗାଡ଼ିକୁ ଛାଡ଼ିଦେବା ପାଇଁ ଥାନା ଆଇଆଇସି ବ୍ରଜବନ୍ଧୁ ନାୟକ ଓ ଏଏସ୍‌ଆଇ ରବିନାରାୟଣ ସୁଆର ଏହି ଟଙ୍କା ନେଉଥିଲେ।…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜ: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଅମାନୁଷିକ ହତ୍ୟା

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତର କୋଚିଲାପଦା ଗ୍ରାମରେ ସୋମବାର ରାତି ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବରେ ହତ୍ୟା କରିଛନ୍ତି। ହାଡ଼ିବନ୍ଧୁ ନାୟକଙ୍କ ପୁଅ ସୁମନ ନାଏକଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘର ନିକଟସ୍ଥ ରାସ୍ତା କଡ଼ରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ସ୍କୁଲ ଛାତ୍ରୀ ମୃତ

ଯଶିପୁର/ପଦ୍ମପୁର : ଯଶିପୁର ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥର ଯଶିପୁର ମୁଖ୍ୟ ବଜାର ଛକରେ ଦୁର୍ଘଟଣା ଘଟି ଆଜି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଶତାଧିକ ବ୍ୟକ୍ତି ରାସ୍ତାରୋକ କରିଥିଲେ। ଖବରଲେଖା ହେବା ବେଳକୁ ଛାତ୍ରୀଙ୍କ ଶବ ରଖି ରାସ୍ତାରୋକ ଜାରି ରହିଥିଲା।…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚୁଆ ଶିକ୍ଷକଙ୍କୁ ବର୍ଷେ ଜେଲ୍‌

ବାରିପଦା : ଆଜି ବାରିପଦା ଭିଜିଲାନ୍‌ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଲାଞ୍ଚୁଆ ଶିକ୍ଷକଙ୍କୁ ବର୍ଷେ ଜେଲ୍‌ ସହିତ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ରହିଲେ ଅଧିକ ୨ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ୨୦୧୩…
ଅଧିକ ଖବର ଦେଖନ୍ତୁ...