ଗୁଣୁପୁର ନଗର ଛାତ୍ର ବିଜେଡି ସଭାପତି ସନାତନ ପାଣିଙ୍କ ମୃତ୍ୟୁ

ରାୟଗଡ଼ା: ଗୁଣୁପୁର ନଗର ଛାତ୍ର ବିଜେଡି ସଭାପତି ସନାତନ ପାଣିଙ୍କ ପରଲୋକ ।  ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ଘୋଷଣା କରିଛନ୍ତି ।  ଗତ ୨୮ ତାରିଖରେ ଗୁଣପୁର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ହୋଇଥିବା ଏକ ସଡକ ଦୁର୍ଘଟଣାର ସେ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର