ବଡି ହଗିଂ ଡ୍ରେସରେ କରିନା

କରୋନା କଟକଣା ପାଇଁ ଅଭିନେତ୍ରୀ କରିନା କପୁର ଖାନ୍ ବର୍ତ୍ତମାନ ମୁମ୍ବାଇରେ ଅଟକିଛନ୍ତି। ଫିଲ୍ମ ସିଟିରେ କରିନା ଆଉଟିଂ ପାଇଁ ଯିବା ବେଳେ ତାଙ୍କ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଆଉଟିଂ ପାଇଁ ଯିବା ବେଳେ କରିନା ତାଙ୍କ ବେକରୁ ଆଣ୍ଠୁ ପର୍ଯ୍ୟନ୍ତ ଏକ ଫୁଲ୍ ସ୍ଲିଭ୍ ବଡି ହଗିଂ ଡ୍ରେସ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଗର୍ଭବତୀ ଥିବା ସତ୍ତ୍ବେ ଏଭଳି ଶୀତ ଋତୁରେ ଫ୍ୟାସନେବଲ୍ ଲୁକ୍ ତାଙ୍କର ସୌନ୍ଦର୍ଯ୍ୟ ବଢ଼ାଇଛି।

ସମ୍ବନ୍ଧିତ ଖବର