ବାଲୁକା କଳାରେ ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’ : କଳାହାଣ୍ତି ଜିଲ୍ଲା କର୍ଲାମୁଣ୍ତା ବ୍ଲକ୍ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ତା ଗାଁର ଯୁବ ବାଲୁକାଶିଳ୍ପୀ ଓମ୍ପ୍ରକାଶ ସାହୁ ବାଲିରେ ବାଘୁଣୀର ପ୍ରତିକୃତି ତିଆରି କରି ଏହାରି ମାଧ୍ୟମରେ ସ୍ଥାନାନ୍ତର ଦାବି କରିଛନ୍ତି। GalleryGallery By Sambad Digital On Oct 25, 2018 ସେୟାର