ସୋସିଆଲ ମିଡିଆରେ ଆପଣ ଅନେକ ସମୟରେ କିଛି ନିଆରା କିମ୍ବା ଅଜବ-ଗଜବ ଭଳି ଭିଡିଓ ଭାଇରାଲ ହେବାର ଦେଖୁଥିବେ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଛନ୍ତି । ଭାଇରାଲ ହେଉଥିବା ଭିଡ଼ିଓଟି ଏକ ବିରଳ ବା ଅଦ୍ଭୁତ ବାଇକକୁ ନେଇ ଚର୍ଚ୍ଚାରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ବାଇକ କିନ୍ତୁ ସେଥିରେ ୮ ଜଣ ଏକାସାଙ୍ଗରେ ବସି ଯାଅଆସ କରିପାରୁଛନ୍ତି। ପାଖରେ ୪ ଚକିଆ କାର୍ ନାହିଁ ବୋଲି ଏମିତି ଏକ ପରିକଳ୍ପନାରେ ୮ ଜଣିଆ ସିଟ୍ ପୂର୍ଣ୍ଣ ବିରଳ ବାଇକ ତିଆରି କରିଛନ୍ତି। ତେବେ ଏହି ବାଇକର ପୁରା ଭିଡ଼ିଓଟି (ମିମ୍ସ ୱାଲା ନ୍ୟୁଜ) ପେଜରେ ପୋଷ୍ଟ ହୋଇଛି। ଯାହାକୁ ହଜାର ହଜାର ଲୋକ ଦେଖିସାରିଲେଣି। ଦିନକରେ ୭ ହଜାର ଲାଇକ ଓ ଥଟ୍ଟା ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ୟୁଜର୍ସ।