ଭାସ୍କର ରାଓ ଏମପିଲାଡ୍‌ କମିଟିର ସଦସ୍ୟ ମନୋନୀତ

ନୂଆଦିଲ୍ଲୀ : ରାଜ୍ୟସଭା ସଦସ୍ୟ ଏନ୍‌. ଭାସ୍କର ରାଓଙ୍କୁ ସାଂସଦ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଠି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଶ୍ରୀ ରାଓଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କୟା ନାଇଡ଼ୁଙ୍କ ଦ୍ୱାରା ଏମ୍‌ପି ଲାଡ୍‌ ସଦସ୍ୟ ରୂପେ ମନୋନୀତ କରାଯାଇଥିବା ରାଜ୍ୟସଭା ବୁଲେଟିନ୍‌ରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର