ବୋମା ଧମକ, ଫେସ୍‌ବୁକ୍‌ କାର୍ଯ୍ୟାଳୟ ଖାଲି କରାଗଲା

କାଲିଫର୍ଣ୍ଣିଆ : ଆାମେରିକାର କାଲିଫର୍ଣ୍ଣିଆ ସ୍ଥିତ ଫେସବୁକ୍‌ ମୁଖ୍ୟ କାର୍ଯ୍ୟାଳୟରେ ଆଜି ବୋମା ବିସ୍ଫୋରଣ ଧମକ ଯୋଗୁଁ କାର୍ଯ୍ୟାଳୟକୁ ଖାଲି କରାଯାଇଛି। ଆତଙ୍କବାଦୀଙ୍କ ଦ୍ବାରା ବିସ୍ଫୋରଣ ଘଟାଯିବା ନେଇ ଏଫ୍‌ବିଆଇକୁ ସୁରାକ୍‌ ମିଳିବାପରେ ଯୁଦ୍ଧକାଳୀନ ଭିତ୍ତିରେ ଫେସବୁକ୍‌ କାର୍ଯ୍ୟାଳୟ ଖାଲି କରାଯାଇଥିଲା। ବ୍ୟାପକ ତଲାସୀ ସତ୍ତ୍ବେ ବିସ୍ଫୋରକ ମିଳିନାହିଁ।

ସମ୍ବନ୍ଧିତ ଖବର