ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୭୫୦; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୫, ୬୧୧

ନୂଆଦିଲ୍ଲୀ: ମେ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୦୬୭୫୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୨୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୩୦୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୨ ଜଣ, ଆସାମରେ ୪ ଜଣ, ବିହାରରେ ୯ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୬୮ ଜଣ, ଗୁଜରାଟରେ ୭୧୯ ଜଣ, ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୭ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୪୦ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୫୮ ଜଣ, ମହାରାଷ୍ଟ୍ରରେ ୧୩୨୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୫ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୮ ଜଣ, ରାଜସ୍ଥାନରେ ୧୪୩ ଜଣ, ତାମିଲନାଡୁରେ ୮୪ ଜଣ, ତେଲେଙ୍ଗାନାରେ ୩୮ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୨୩ ଜଣ ଏବଂ ପଶ୍ଚମବଙ୍ଗରେ ୨୫୦ ଜଣ ।

Image Source: AS English

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୫୩୨), ଅରୁଣାଚଳ ପ୍ରଦେଶ (୧), ଆସାମ (୧୪୨), ବିହାର (୧୪୯୮), ଚଣ୍ଡିଗଡ଼ (୨୦୦), ଛତିଶଗଡ଼ (୧୦୧), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୦୫୫୪), ଗୋଆ (୪୬), ଗୁଜରାଟ (୧୨୧୪୦), ହରିୟାଣା (୯୬୪), ହିମାଚଳ ପ୍ରଦେଶ (୯୨), ଜମ୍ମୁ ଓ କଶ୍ମୀର (୧୩୧୭), ଝାଡ଼ଖଣ୍ଡ (୨୩୧) କର୍ଣ୍ଣାଟକ (୧୩୯୭), କେରଳ (୬୪୨), ଲଦାଖ (୪୩), ମଧ୍ୟପ୍ରଦେଶ (୫୪୬୫), ମହାରାଷ୍ଟ୍ର (୩୭୧୩୬), ମଣିପୁର (୭), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୯୭୮), ପୁଦ୍ଦୁଚେରୀ (୧୮), ପଞ୍ଜାବ (୨୦୦୨), ରାଜସ୍ଥାନ (୫୮୪୫), ତାମିଲନାଡୁ (୧୨୪୪୮), ତେଲେଙ୍ଗାନା (୧୬୩୪), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୧୧୧), ଉତ୍ତରପ୍ରଦେଶ (୪୯୨୬) ଓ ପଶ୍ଚିମବଙ୍ଗ (୨୯୬୧) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୬୨୧), ଅରୁଣାଚଳ ପ୍ରଦେଶ (୧), ଆସାମ (୪୧), ବିହାର (୫୩୪), ଚଣ୍ଡିଗଡ଼ (୫୭), ଛତିଶଗଡ଼ (୫୯), ଦିଲ୍ଲୀ (୪୭୫୦), ଗୋଆ (୭), ଗୁଜରାଟ (୫୦୪୩), ହରିୟାଣା (୬୨୭), ହିମାଚଳ ପ୍ରଦେଶ (୪୭), ଜମ୍ମୁ ଓ କଶ୍ମୀର (୬୫୩), ଝାଡ଼ଖଣ୍ଡ (୧୨୭), କର୍ଣ୍ଣାଟକ (୫୪୪), କେରଳ (୪୯୭), ଲଦାଖ (୪୩), ମଧ୍ୟପ୍ରଦେଶ (୨୬୩୦), ମହାରାଷ୍ଟ୍ର (୯୬୩୯), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୨୨୭), ପୁଦ୍ଦୁଚେରୀ (୯), ପଞ୍ଜାବ (୧୬୪୨), ରାଜସ୍ଥାନ (୩୩୩୭), ତାମିଲନାଡୁ (୪୮୯୫), ତେଲେଙ୍ଗାନା (୧୦୧୦), ତ୍ରିପୁରା (୧୧୬), ଉତ୍ତରାଖଣ୍ଡ (୫୨), ଉତ୍ତରପ୍ରଦେଶ (୨୯୧୮) ଓ ପଶ୍ଚିମବଙ୍ଗ (୧୦୭୪) ।

 

ସମ୍ବନ୍ଧିତ ଖବର