ମୁମ୍ବାଇ,: ସର୍ବ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ନିମନ୍ତ୍ରିତ ହୋଇଥିବା ପ୍ରଖ୍ୟାତ ଲେଖିକା ନୟନତାରା େସହଗଲ୍ଙ୍କ ନିମନ୍ତ୍ରଣ ରଦ୍ଦ କରିବା ପ୍ରସଙ୍ଗକୁ ଏବେ ବିଭିନ୍ନ ରାଜନେତା ଏବଂ ସାହିତ୍ୟିକମାନେ ତୀବ୍ର ସମାଲୋଚନା କରିଛନ୍ତି। େସହଗଲ୍ ସାହିତ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହେଲେ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ଏକ ରାଜନୈତିକ ଦଳ ଧମକ ଦେବାପରେ େସହଗଲ୍ଙ୍କ ନିମନ୍ତ୍ରଣ ପ୍ରତ୍ୟାହାର କରିନିଆଯାଇଥିଲା।