ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୦୦ ପାଖାପାଖି; ଆରୋଗ୍ୟ ସଂଖ୍ୟା ୩୦୧୫୨

ନୂଆଦିଲ୍ଲୀ: ମେ ୧୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୮୫୯୪୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୦୧୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୭୫୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Image Source: Hindustan Times

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୮ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୨୩ ଜଣ, ଗୁଜରାଟରେ ୬୦୬ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୧ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୬ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୩୯ ଜଣ, ମହାରାଷ୍ଟ୍ରରେ ୧୦୬୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୫ ଜଣ, ତାମିଲନାଡୁରେ ୭୧ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୯୫ ଜଣ ଏବଂ ପଶ୍ଚମବଙ୍ଗରେ ୨୨୫ ଜଣ ।

Image Source: India Today

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୩୦୭), ଅରୁଣାଚଳ ପ୍ରଦେଶ (୧), ଆସାମ (୯୦), ବିହାର (୧୦୧୮), ଚଣ୍ଡିଗଡ଼ (୧୯୧), ଛତିଶଗଡ଼ (୬୬), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୮୮୯୫), ଗୋଆ (୧୫), ଗୁଜରାଟ (୯୯୩୧), ହରିୟାଣା (୮୧୮), ହିମାଚଳ ପ୍ରଦେଶ (୭୬), ଜମ୍ମୁ ଓ କଶ୍ମୀର (୧୦୧୩), ଝାଡ଼ଖଣ୍ଡ (୨୦୩) କର୍ଣ୍ଣାଟକ (୧୦୫୬), କେରଳ (୫୭୬), ଲଦାଖ (୪୩), ମଧ୍ୟପ୍ରଦେଶ (୪୫୯୫), ମହାରାଷ୍ଟ୍ର (୨୯୧୦୦), ମଣିପୁର (୩), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୬୭୨), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୩୫), ରାଜସ୍ଥାନ (୪୭୨୭), ତାମିଲନାଡୁ (୧୦୧୦୮), ତେଲେଙ୍ଗାନା (୧୪୫୪), ତ୍ରିପୁରା (୧୫୬), ଉତ୍ତରାଖଣ୍ଡ (୮୨), ଉତ୍ତରପ୍ରଦେଶ (୪୦୫୭) ଓ ପଶ୍ଚିମବଙ୍ଗ (୨୪୬୧) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୨୫୨), ଅରୁଣାଚଳ ପ୍ରଦେଶ (୧), ଆସାମ (୪୧), ବିହାର (୪୩୮), ଚଣ୍ଡିଗଡ଼ (୩୭), ଛତିଶଗଡ଼ (୫୬), ଦିଲ୍ଲୀ (୩୫୧୫), ଗୋଆ (୭), ଗୁଜରାଟ (୪୦୩୫), ହରିୟାଣା (୪୩୯), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୫୧୩), ଝାଡ଼ଖଣ୍ଡ (୮୭), କର୍ଣ୍ଣାଟକ (୪୮୦), କେରଳ (୪୯୨), ଲଦାଖ (୨୨), ମଧ୍ୟପ୍ରଦେଶ (୨୨୮୩), ମହାରାଷ୍ଟ୍ର (୬୫୬୪), ମଣିପୁର (୨), ମେଘାଳୟ (୧୧), ମିଜୋରାମ (୧) ଓଡ଼ିଶା (୧୬୬), ପୁଦ୍ଦୁଚେରୀ (୯), ପଞ୍ଜାବ (୩୦୫), ରାଜସ୍ଥାନ (୨୬୭୭), ତାମିଲନାଡୁ (୨୫୯୯), ତେଲେଙ୍ଗାନା (୯୫୯), ତ୍ରିପୁରା (୪୨), ଉତ୍ତରାଖଣ୍ଡ (୫୧), ଉତ୍ତରପ୍ରଦେଶ (୨୧୬୫) ଓ ପଶ୍ଚିମବଙ୍ଗ (୮୨୯) ।

 

ସମ୍ବନ୍ଧିତ ଖବର