ଅନୁସନ୍ଧାନ କରୁଥିବା ବର୍ଗ
ଦେଶ- ବିଦେଶ
ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଆଜି ଏହି ସବୁ ବଡ଼ ବ୍ୟକ୍ତିଙ୍କ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏପ୍ରିଲ୍ ୨୬ (ଶୁକ୍ରବାର) ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୫୪୩ ଟି ଆସନ ପାଇଁ ସାମଗ୍ରିକ ଫଳାଫଳ ଜୁନ୍ ୪ରେ ଏକତ୍ର ଘୋଷିତ ହେବ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦ୍ବିତୀୟ ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀଙ୍କ ନିକଟରେ ଅଛି ୬୨୨ କୋଟି, ଗରିବଙ୍କ ନିକଟରେ ଅଛି ୫୦୦ ଟଙ୍କା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଦିନ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ହେବ।
କେରଳର ସମସ୍ତ ୨୦ଟି ଲୋକସଭା ଆସନରେ, କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪ଟି ଆସନରେ, ରାଜସ୍ଥାନରେ ୧୩ଟି ଆସନରେ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ : ୧୩ ରାଜ୍ୟର ୮୮ ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆଜି (ଶୁକ୍ରବାର) ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରି ଏହି ପର୍ଯ୍ୟାୟରେ ବି ଭୋଟରମାନେ ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇପାରନ୍ତି ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପାକ୍ ତରୁଣୀଙ୍କୁ ନୂଆ ଜୀବନ ଦେଲା ଭାରତୀୟ ହୃତ୍ପିଣ୍ଡ
ଚେନ୍ନାଇ: ଚେନ୍ନାଇର ଏମ୍ଜିଏମ୍ ହେଲ୍ଥକେୟାରରେ ହୃତ୍ପିଣ୍ଡ ପ୍ରତିରୋପଣ ପରେ ପାକିସ୍ତାନର କରାଚିର ଜଣେ ଯୁବତୀ ନୂଆ ଜୀବନ ପାଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ ହେଉଛି, ସହରର ଐଶ୍ବର୍ଯ୍ୟାନ ଟ୍ରଷ୍ଟର ସହଯୋଗରେ ଡାକ୍ତରଖାନା ଓ ସର୍ଜନମାନେ ସମ୍ପୂର୍ଣ୍ଣ ମାଗଣାରେ ଏହି ଅସ୍ତ୍ରୋପଚାର କରିଥିଲେ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଜେପି, କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ: ଘୃଣା ସୃଷ୍ଟି ଓ ମିଥ୍ୟା ଦାବି ପ୍ରଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀ ଆଦର୍ଶ ଆଚରଣ ବିଧି (ଏମ୍ସିସି) ଉଲ୍ଲଂଘନ କରିଥିବା ନେଇ ହୋଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁବାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏ ନେଇ ଏପ୍ରିଲ ୨୯ ପୂର୍ବାହ୍ଣ ୧୧ଟା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପ୍ରଧାନମନ୍ତ୍ରୀଙ୍କୁ ଭୁଲ୍ ତଥ୍ୟ ଦିଆଯାଇଛି: ଖଡ଼ଗେ
ନୂଆଦିଲ୍ଲୀ: କଂଗ୍ରେସ ଇସ୍ତାହାରରେ ଦେଶବାସୀଙ୍କ ସମ୍ପତ୍ତି ସର୍ଭେ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ‘ପ୍ରଧାନମନ୍ତ୍ରୀଙ୍କୁ ଆମ ଇସ୍ତାହାର ସଂପର୍କରେ ଭୁଲ ସୂଚନା ଦିଆଯାଇଛି ଏବଂ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନିର୍ବାଚନ ଲଢ଼ିବେ କଳ୍ପନା ସୋରେନ
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଗୁରୁବାର ଘୋଷଣା କରିଛି ଯେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଗଣ୍ଡେ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ। ଜେଏମ୍ଏମ୍ ବିଧାୟକ ସର୍ଫରାଜ ଅହମଦଙ୍କ ଇସ୍ତଫା ପରେ ଗିରିଡିହ ଜିଲ୍ଲାର ଏହି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଆମେରିକାର ମାନବାଧିକାର ରିପୋର୍ଟ ପକ୍ଷପାତପୂର୍ଣ୍ଣ: ଭାରତ
ନୂଆଦିଲ୍ଲୀ: ଆମେରିକୀୟ ବୈଦେଶିକ ବିଭାଗ ଦ୍ୱାରା ନିକଟରେ ପ୍ରକାଶିତ ମାନବାଧିକାର ରିପୋର୍ଟରେ ଭାରତର ବିଭିନ୍ନ ପ୍ରସଙ୍ଗ ଉପରେ ନକାରାତ୍ମକ ମତାମତ ପ୍ରଦାନ କରାଯାଇଥିବାରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି କଡ଼ା ପ୍ରତିକ୍ରିୟା ରଖିଛି। ଭାରତ କହିଛି ଯେ ଆମେରିକାର ଏଭଳି ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ଅକ୍ତିଆର କରିପାରିବେ କି?
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଘରୋଇ ସମ୍ପତ୍ତି ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଅତି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସମ୍ବିଧାନରେ ସାମାଜିକ ପରିବର୍ତ୍ତନର କଥା କୁହାଯାଇଥିବାରୁ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପ୍ରଦାୟର ଭୌତିକ ସମ୍ବଳ ଭାବରେ ବିବେଚନା କରାଯାଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମାଧବୀଙ୍କ ସଂପତ୍ତି ୨୧୮ କୋଟି
ହାଇଦ୍ରାବାଦ: ହାଇଦ୍ରାବାଦ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କେ ମାଧବୀ ଲତା ବୁଧବାର ତାଙ୍କ ପାରିବାରିକ ସମ୍ପତ୍ତିର ମୂଲ୍ୟ ୨୧୮.୩୮ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି। ମାଧବୀ ଲତାଙ୍କ ପରିବାର ଉପରେ ୨୭ କୋଟି ଟଙ୍କାର ଋଣ ମଧ୍ୟ ରହିଛି। ଆସନ୍ତା ୧୩ ତାରିଖରେ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...