ପ୍ରଶାନ୍ତ କି‌ଶୋରଙ୍କୁ ରାଜ୍ୟସଭା ପଠାଇବ ଟିଏମ୍‌ସି

ନୂଆଦିଲ୍ଲୀ : ଜେଡିୟୁରୁ ବହିଷ୍କୃତ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆସନ୍ତା ରାଜ୍ୟସଭା ନିର୍ବାଚନରେ ଟିଏମ୍‌ସି ପ୍ରାର୍ଥୀ ହୋଇପାରନ୍ତି। ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ଥିବାବେଳେ ଟିଏମ୍‌ସି ପ୍ରଶାନ୍ତଙ୍କୁ ରାଜ୍ୟସଭା ଟିକେଟ୍‌ ଦେବ‌ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଟିଏମ୍‌ସି ରାଜ୍ୟସଭାରେ ଅଧିକ ସକ୍ରିୟ ସଦସ୍ୟ ଚାହୁଥିବାରୁ ଏହା ନୂଆ ମୁହଁକୁ ସୁଯୋଗ ଦେବ।

ସମ୍ବନ୍ଧିତ ଖବର