ପ୍ରଫେସର ପାର୍ଥ ନାଥ ମୁଖାର୍ଜୀଙ୍କ ପରଲୋକ

ଦିଲ୍ଲୀ : ଇଣ୍ଡିଆନ୍‌ ସୋସିଓଲଜିକାଲ ସୋସାଇଟିର ପୂର୍ବତନ ସଭାପତି ଏବଂ ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ ସାଇନ୍ସେସ୍‌ (ଟିଆଇଏସ୍‌ଏସ୍‌) ମୁମ୍ବାଇର ପୂର୍ବତନ ଡାଇରେକ୍ଟର ପ୍ରଫେସର ପାର୍ଥ ନାଥ ମୁଖାର୍ଜୀଙ୍କର ଗତ ୧୨ ତାରିଖରେ ପରଲୋକ ହୋଇଛି। ସେ ଜଣେ ଉତ୍ତମ ଗବେଷକ, ପଥପ୍ରଦର୍ଶକ, ଛାତ୍ରବତ୍ସଳ ଏବଂ ‌ଅତ୍ୟନ୍ତ ସ୍ନେହୀ ମଣିଷ ଥିଲେ। ତାଙ୍କ ମୃତ୍ୟୁରେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ଏବଂ ଟିଆଇଏସ୍‌ଏସ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ସମ୍ବନ୍ଧିତ ଖବର