ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ତାଙ୍କର ଜନସଂପର୍କ କାର୍ଯ୍ୟକ୍ରମ

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ତାଙ୍କର ଜନସଂପର୍କ କାର୍ଯ୍ୟକ୍ରମରେ ଖୋଲା ଆକାଶତଳେ ରାତି କଟାଇଛନ୍ତି। ସିରୋଚି ଜିଲ୍ଲାରେ ଜାଲୋରରେ ପାଇଲଟ୍ ଗ୍ରାମବାସୀଙ୍କ ସହ କୁଡ଼ିଆରେ ରହିବା ସହ ବାହାରେ ଶୋଇ ରାତି କଟଇବା ସୋସିଆଲ ମିଡିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧିତ ଖବର