ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ହେଲେ ସୟଦ ୟାଶିର ନୱାଜ

ନୂଆଦିଲ୍ଲୀ : ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ହେଲେ ସୟଦ ୟାଶିର ନଵାଜ। ସେହିପରି ମୁମ୍ବାଇ ରାଜ୍ୟ ୟୁନିଟ୍‌ ପାଇଁ ପ୍ରଦ୍ୟୁମ୍ନ ଯାଦବଙ୍କୁ ଏନ୍‌ଏସ୍‌ୟୁଆଇର ସଭାପତି ରୂପେ ନିଯୁକ୍ତି ମିଳିଛି। ଉଭୟଙ୍କ ନିଯୁକ୍ତି ନେଇ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଅନୁମୋଦନ କରିବା ପରେ କଂଗ୍ରେସ ସାଧାରଣ ସମ୍ପାାଦକ କେ.ସି. ଭେନୁଗୋପାଳ ଆଜି ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର