ବାରଣାସୀରେ ତେଜପ୍ରତାପ

ବାରଣାସୀ: ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ତଥା‌ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଶାନ୍ତି ପାଇଁ ବାରଣାସୀ ଯାଇଛନ୍ତି। ସେଠାରେ ସେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି

ସମ୍ବନ୍ଧିତ ଖବର