ଟିଆରଏସ୍‌ ନେତାଙ୍କୁ ପଥର ମାରି ହତ୍ୟା

ହାଇଦ୍ରାବାଦ୍‌: ତେଲେଙ୍ଗାନା‌ରେ ଜଣେ ଟିଆରଏସ୍ (ତେଲେଙ୍ଗାନା ରାଷ୍ଟ୍ର ସମିତି) ନେତାଙ୍କୁ ପଥର ମାଡ଼ କରି ହତ୍ୟା କରାଯାଇଛି। ଆସନ୍ତା ଡିସେମ୍ବର ୭ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଜଣେ ଟିଆରଏସ୍‌ ନେତାଙ୍କୁ ହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହି ହତ୍ୟା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର