ତାଲିବାନ ଶିବିର ଧ୍ବସ୍ତ ପାଇଁ ଆମେରିକାର ବିମାନ ଆକ୍ରମଣ

କାବୁଲ : ତାଲିବାନ ବିଦ୍ରୋହୀଙ୍କ ସହ ଲଢୁଥିବା ଆଫଗାନିସ୍ଥାନର ସୁରକ୍ଷା ବାହିନୀକୁ ସମର୍ଥନ କରିବା ପାଇଁ ଆମେରିକା ବାୟୁସେନା କେତେକ ଜରୁରୀ ପଦକ୍ଷେପ ନେଇଛି। ତାଲିବାନ ଆଡ଼ାଗୁ୍‌ଡ଼ିକୁ ଧ୍ବଂସ କରିବାକୁ ବିମାନ ଆକ୍ରମଣ ଜାରି ରହିଛି ବୋଲି ଆଜି ପେଣ୍ଟାଗନ୍ ପକ୍ଷରୁ ସୂଚନା ମିଳିଛି। ପେଣ୍ଟାଗନ୍ ପ୍ରେସ ସେକ୍ରେଟେରୀ କହିଛନ୍ତି ଯେ ଏବେ ଆଫଗାନର ପ୍ରାୟ ୪୦୦ ଟି ଜିଲ୍ଲା ତାଲିବାନଙ୍କ ନିୟନ୍ତ୍ରଣରେ ଥିବାରୁ ଆଫଗାନ ସେନା ସହ ମିଳିତ ଭାବେ ଆମେରିକା ଏୟାର ଷ୍ଟ୍ରାଇକ୍‌ କରୁଛି।

ସମ୍ବନ୍ଧିତ ଖବର