ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଜୀବନସାଥୀ ଆପଣଙ୍କୁ ବହୁତ ଆଦର କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ମିଳିବ।

 

ବୃଷ: ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଜୀବନସାଥୀ ଆପଣଙ୍କ ନିଷ୍କପଟତାରେ ପ୍ରଭାବିତ ହେବେ।

 

 

ମିଥୁନ: ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ବହୁ ଦିନର ଆଶା ପୂରଣ ହେବ। କାରବାରରେ ଲାଭ ହେବ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଭଲ।

 

 

କର୍କଟ: ସବୁ କାମ ମନ ମୁତାବକ ସମ୍ପାଦିତ ହେବ। ପାରିବାରିକ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ। ଦମ୍ପତିଙ୍କ ମଧ୍ୟରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

 

 

ସି˚ହ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। କିଛି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

 

 

କନ୍ୟା: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ନେଇ ବିଚାର କରିବେ। ନୂତନ ସ˚ପର୍କ ସ୍ଥାପନର ଦକ୍ଷତା ବଢ଼ିବ।

 

 

ତୁଳା: ପରିଶ୍ରମର ଉତ୍ତମ ପରିଣାମ ପାଇବେ। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଉତ୍ତମ।

 

 

ବିଛା: ଚାକିରି ବୃତ୍ତିରେ ଅଧିକାରୀଙ୍କ ସହଯୋଗ ପାଇବେ। ସ୍ଥଗିତ କାମକୁ ନୂଆ ଉପାୟରେ କରିବାକୁ ଚେଷ୍ଟା କରିବେ। ପୁରୁଣା ଉତ୍ସରୁ ଧନଲାଭ ହେବ।

 

ଧନୁ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। କୌଣସି ନୂଆ ସଉକ ପ୍ରତି ଉତ୍ସାହ ବଢ଼ିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପ୍ରିୟ ଲୋକଙ୍କ ଠାରୁ ଉପହାର ମିଳିପାରେ।

 

 

ମକର: ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସ˚ପର୍କିତ ଆଶା ପୂରଣ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

 

କୁମ୍ଭ: କୌଣସି ଶୁଭ ସମାଚାର ମିଳିବ। ଏକାଗ୍ରତାର ସହ କାମ ସମାପନ କରିବାକୁ ଚେଷ୍ଟା କରିବେ। ବେପାରୀଙ୍କୁ ଧନଲାଭ ହେବ। ପରିବାର ପାଇଁ ନୂଆ ବସ୍ତୁ କିଣିବେ।

 

ମୀନ: ଚାକିରିରେ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇପାରେ। ପୁରୁଣା ଘରୋଇ ବିବାଦର ସମାଧାନ ହେବ। ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ।

ସମ୍ବନ୍ଧିତ ଖବର