ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ ଓ ମଙ୍ଗଳବାର: ମାନସମ୍ମାନରେ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ଶନିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ।

ରବିବାର: ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ସୋମ ଓ ମଙ୍ଗଳବାର: ବିବାହିତ ଲୋକଙ୍କ ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବାର ରାସ୍ତା ପାଇବେ। ଶନିବାର: ଧନଲାଭ ହେବ।

ରବିବାର: ସମାଜରେ ପ୍ରଭାବ ବଢ଼ିବ। ସୋମ ଓ ମଙ୍ଗଳବାର: ବନ୍ଧୁର ସାହାଯ୍ୟ ନେବେ। ବୁଧ ଓ ଗୁରୁବାର: ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ। ଶୁକ୍ର ଓ ଶନିବାର: ବେପାରରେ ବୃଦ୍ଧି ହେବ।

ରବିବାର: ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ବୁଧ ଓ ଗୁରୁବାର: ବଡ଼ ନିଷ୍ପତ୍ତି ନେଇପାରନ୍ତି। ଶୁକ୍ର ଓ ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବିବାର: ନୂଆ କାମ କରିବେ। ସୋମ ଓ ମଙ୍ଗଳବାର: ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ବୁଧ, ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ମାନପ୍ରତିଷ୍ଠା ବୃଦ୍ଧି ହେବ।

ରବିବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ସୋମ ଓ ମଙ୍ଗଳବାର: ନୂଆ ବ୍ୟବସାୟ କରିବାକୁ ଭାବିବେ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ପାଇବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ। ସୋମ ଓ ମଙ୍ଗଳବାର: ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ନୂଆ କାମ ଲାଗି ଆଗ୍ରହ ବଢ଼ିବ। ସୋମ ଓ ମଙ୍ଗଳବାର: ବିଶେଷ କାର୍ଯ୍ୟରେ ବାଧା ଉପୁଜିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଶନିବାର: ଘରେ ଖୁସିର ମାହୋଲ ରହିବ।

ରବିବାର: ସବୁ ଅଶାନ୍ତି ଦୂର ହେବ। ସୋମ ଓ ମଙ୍ଗଳବାର: ବେପାରରେ ଧନଲାଭ ହେବ। ବୁଧ ଓ ଗୁରୁବାର ରାଜନୈତିକ ପରିସର ବଢ଼ିବ। ଶନିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଲୋକମାନଙ୍କର ସହଯୋଗ ପାଇବେ। ବୁଧ ଓ ଗୁରୁବାର ବୈବାହିକ ଜୀବନ ଭଲ ରହିବ। ଶନିବାର: କାମର ବୋଝ ଅଧିକ ରହିବ।

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ରୋଜଗାରର ସୁଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଲୋକପ୍ରିୟତା ବୃଦ୍ଧି ହେବ। ଶନିବାର: ପ୍ରେମ ଜୀବନ ମଧୁର ହେବ।

ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ଜମିରେ ନିବେଶ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରିୟତମ ସହ ସମ୍ବନ୍ଧ ମଜଭୁତ ହେବ। ଶନିବାର: ଆର୍ଥିକ ଲାଭ ଯୋଗ ଅଛି।

ସମ୍ବନ୍ଧିତ ଖବର