ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଜୀବନରେ ସ୍ଥିରତା ବଜାୟ ରହିବ। ବୁଧ ଓ ଗୁରୁବାର: କାମ ପାଇଁ ଚେଷ୍ଟାରେ ସଫଳ ହେବେ। ଶୁକ୍ର ଓ ଶନିବାର: ଆପଣଙ୍କୁ ସମ୍ମାନିତ କରାଯାଇପାରେ।

ରବି, ସୋମ ଓ ମଙ୍ଗଳବାର: କାହାରି ଉପରେ ଭରସା କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ।

ରବି, ସୋମ ଓ ମଙ୍ଗଳବାର: ଆୟ ଉତ୍ସରେ ସ୍ଥିରତା ରହିବ। ବୁଧ ଓ ଗୁରୁବାର: ରାଜନୀତିରେ ମାନସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନରେ ଖୁସି ଆସିବ।

ରବି, ସୋମ ଓ ମଙ୍ଗଳବାର: ଯୋଗଯୋଗ ଲିଷ୍ଟରେ ନୂଆ ଲୋକ ଯୋଡ଼ିବେ। ବୁଧ ଓ ଗୁରୁବାର: ପଦୋନ୍ନତିର ଯୋଗ ରହିଛି। ଶୁକ୍ର ଓ ଶନିବାର: ସମସ୍ୟାର ସମାଧାନ ବାହାରିବ।

ରବି, ସୋମ ଓ ମଙ୍ଗଳବାର: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବୁଧ ଓ ଗୁରୁବାର: କଳା ଛାତ୍ରଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: କାରବାର ଦ୍ରୁତଗତିରେ ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଭଲ କମ୍ପାନିରେ ଚାକିରିର ପ୍ରସ୍ତାବ ଆସିବ। ଶୁକ୍ର ଓ ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ଅତୀତ ସ୍ମୃତି ତାଜା ହେବ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଅଫିସ୍‌ରେ କାମ କରିବା ଶୈଳୀ ବଦଳାଇବେ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବେ। ବୁଧ ଓ ଗୁରୁବାର: ଘରକୁ କୌଣସି ବନ୍ଧୁ ଆସିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କୁ ଉପହାର ଦେବେ।

ରବି, ସୋମ ଓ ମଙ୍ଗଳବାର: ଜ୍ଞାନ ଓ ଭଲ ବିଚାର ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବିବାଦର ସମାଧାନ ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ଲୋକ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ। ବୁଧ ଓ ଗୁରୁବାର: କାମରେ ପୂର୍ଣ୍ଣ ରୂପେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ସବୁ ଇଚ୍ଛା ପୂରଣ ହେବ।

ରବି, ସୋମ ଓ ମଙ୍ଗଳବାର: ଯୋଜନାକୁ ଗୋପନୀୟତା କରି ରଖନ୍ତୁ। ବୁଧ ଓ ଗୁରୁବାର: କିଛି ନୂଆ ଶିକ୍ଷାଲାଭ କରିବେ। ଶୁକ୍ର ଓ ଶନିବାର: ସାମାଜିକ ପରିସର ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ବୁଧ ଓ ଗୁରୁବାର: ସମ୍ଭବ ହେଲେ ନୂଆ କାମ ଆରମ୍ଭ କରନ୍ତୁ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ସମ୍ବନ୍ଧିତ ଖବର