ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: କାରବାରରେ ସବୁ ବାଧା ଦୂର ହେବ। ବୁଧ ଓ ଗୁରୁବାର: ମନରେ ନୂଆ ଆଶା ଉତ୍ପନ୍ନ ହେବ। ଶୁକ୍ର ଓ ଶନିବାର: କୌଣସି ନୂଆ କାମ ଶିଖିବାର ଅବସର ପାଇବେ।

ରବି, ସୋମ ଓ ମଙ୍ଗଳବାର: କାମରେ ଲାଗି ରହିଥିବା ବାଧା ଦୂର ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଅଧିକ ଲାଭ ପାଇବେ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ସୁଖପ୍ରଦ ରହିବ।

ରବି, ସୋମ ଓ ମଙ୍ଗଳବାର: ସାମାଜିକ ପରିସର ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଭାବିବାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। ଶୁକ୍ର ଓ ଶନିବାର: ପୈତୃକ ସଂପତ୍ତିରୁ ଲାଭ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ନୂଆ କାମରେ ଆଶାନୁରୂପ ସଫଳତା ପାଇବେ। ବୁଧ ଓ ଗୁରୁବାର: ଦରକାରୀ ଲୋକଙ୍କ କାମରେ ଆସିବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ରବି, ସୋମ ଓ ମଙ୍ଗଳବାର: ପରିବାରରେ କ୍ଳେଶ ଦୂର ହେବ। ବୁଧ ଓ ଗୁରୁବାର: ଧାର ଦେଇଥିବା ପଇସା ପାଇବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କୁ ଦାମିକା ଉପହାର ଦେଇପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ପ୍ରୟାସ କରିଆସୁଥିବା କାମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: କାରବାରରେ ଲାଭ ହେବ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସଫଳତା ଲାଗି ପ୍ରୟାସ ଜାରି ରଖନ୍ତୁ। ବୁଧ ଓ ଗୁରୁବାର: ଦୃଢ଼ ଭାବେ ଚାଲେଞ୍ଜ୍‌ ମୁକାବିଲା କରିବେ। ଶୁକ୍ର ଓ ଶନିବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ଲାଭ ପାଇଁ କୌଣସି ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ମାନସିକ ରୂପେ ଖୁସି ରହିବେ। ଶୁକ୍ର ଓ ଶନିବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନ ଖୁସି ଭରା ରହିବ। ବୁଧ ଓ ଗୁରୁବାର: ନୂଆ କୌଶଳରେ କାମ କରି ସଫଳତା ପାଇବେ। ଶୁକ୍ର ଓ ଶନିବାର: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ।

ରବି, ସୋମ ଓ ମଙ୍ଗଳବାର: ଯାହା ବି କରିବେ ସକାରାତ୍ମକ ହୋଇ କରନ୍ତୁ। ବୁଧ ଓ ଗୁରୁବାର: ଭଲ ଚାକିରିର ସୁଯୋଗ ଆସିବ। ଶୁକ୍ର ଓ ଶନିବାର: ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ।

ରବି, ସୋମ ଓ ମଙ୍ଗଳବାର: ବିଶେଷ କାମରେ ଅନ୍ୟମାନଙ୍କର ସହଯୋଗ ପାଇବେ। ବୁଧ ଓ ଗୁରୁବାର: ଧନପ୍ରାପ୍ତିର ଯୋଗ ରହିଛି। ଶୁକ୍ର ଓ ଶନିବାର: ଅଫିସରେ ନୂଆ କାମ କରିବେ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ରହିପାରେ। ବୁଧ ଓ ଗୁରୁବାର: ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର