ଭୁବନେଶ୍ବର ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀ

୧୭ଟି ୱାର୍ଡକୁ ନେଇ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ରାଜଧାନୀର ପ୍ରମୁଖ ସ୍ଥାନଗୁଡ଼ିକ ଏହି ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି। ୱାର୍ଡ ନଂ ୧୬, ୧୭, ୧୮, ୧୯, ୨୦, ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୨୮, ୨୯, ୩୫, ୩୬ ଓ ୩୭ ମଧ୍ୟ ନିର୍ବାଚନମଣ୍ଡଳୀରେ ରହିଛି।

ସେହିପରି ଭୁବନେଶ୍ବର ଉତ୍ତରରେ ୧୩ଟି ୱାର୍ଡ ସହିତ ଅନ୍ୟାନ୍ୟ ଅଞ୍ଚଳ ରହିଛି। ଏଥି‌ରେ ୱାର୍ଡ ନଂ ୧, ୨, ୩, ୪, ୫, ୬, ୭, ୮, ୯, ୧୦, ୧୧, ୧୨ ଓ ୧୩ ସ୍ଥାନ ପାଇଛି। ଏହାସହିତ କଳାରାହଙ୍ଗ, ରଘୁନାଥପୁର, କଲ୍ୟାଣପୁର, ବରୀମୁଣ୍ଡ ଓ ଦାଢ଼ା ପଞ୍ଚାୟତ‌ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର