ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ସୁପ୍ରିମ୍‌କୋର୍ଟ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ‌ଏବେ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ହେଲା ଇଭିଏମ୍‌ ଟାମ୍ପରିଂ ଅଭିଯୋଗ

କୋଲକାତା: ୧୩ଟି ରାଜ୍ୟରେ ୮୮ଟି ଆସନ ପାଇଁ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଛି। ସମସ୍ତଙ୍କ ଆଖି ରହିଛି କେରଳ ଉପରେ, ଯେଉଁଠାରେ ସମସ୍ତ ୨୦ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ, ବିଶେଷକରି ଯୁବକ ଓ ମହିଳା…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ସାଜିଲେ ୭୮ ବର୍ଷୀୟା ମହିଳା; ହସ୍ପିଟାଲ୍‌ରୁ ଷ୍ଟ୍ରେଚର୍‌ରେ ବୁହାହୋଇ ଦେବାକୁ ଆସିଲେ ଭୋଟ୍‌

ନୂଆଦିଲ୍ଲୀ: ମତଦାନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ନାଗରିକ ଅଧିକାର। ପାଞ୍ଚ ବର୍ଷକୁ ଥରେ ଆସୁଥିବା ଏହି ମତଦାନ ଅଧିକାରକୁ ସାବ୍ୟସ୍ତ କରିବାର ସୁଯୋଗ ଆଦୌ ବି ହାତଛଡ଼ା କରିବା ଉଚିତ ନୁହେଁ। ୭୮ ବର୍ଷୀୟା ଜଣେ ମହିଳା ଅସୁସ୍ଥ ଥିବା ସତ୍ତ୍ବେ ହସ୍ପିଟାଲ୍‌ରୁ ଷ୍ଟ୍ରେଚରରେ ବୁହା ହୋଇ ଭୋଟ୍‌…
ଅଧିକ ଖବର ଦେଖନ୍ତୁ...

୨୮ରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦିନିକିଆ ଓଡ଼ିଶା ଗସ୍ତ: ବ୍ରହ୍ମପୁରରେ ସାଧାରଣ ସଭାରେ ଦେବେ ଉଦବୋଧନ

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ସମୀର ମହାନ୍ତି।  ସେ କହିଛନ୍ତି, ଜେ.ପି ନଡ୍ଡା ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଏକ ଜନସଭାରେ ଉଦବୋଧନ ଦେବେ।…
ଅଧିକ ଖବର ଦେଖନ୍ତୁ...

ଭିଭିପିଏଟି ଯାଞ୍ଚ୍‌କୁ ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ…
ଅଧିକ ଖବର ଦେଖନ୍ତୁ...

ସାଧାରଣ ଜନତାଙ୍କ ପରି ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ଼

ବେଙ୍ଗାଲୁର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ଅଧିନାୟକ ତଥା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଶୁକ୍ରବାର ଦିନ ବେଙ୍ଗାଲୁରୁରେ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଚାଲୁଥିବା ଲୋକସଭା ନିର୍ବାଚନରେ ​​ଭୋଟ୍ ଦେବାର ସୁଯୋଗ ପାଇବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ସେ ହସ୍ପିଟାଲ୍‌ରେ ଥିଲେ, ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି: ସ୍ବାମୀଙ୍କ ସଂପର୍କରେ କହିଲେ ସୁଧା ମୂର୍ତ୍ତି

ବେଙ୍ଗାଲୁରୁ: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅବସରରେ ଭୋଟ୍‌ ଦେବାକୁ କେନ୍ଦ୍ରରେ ପହଞ୍ଚିଥିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ବ ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠ‌ାତା ଏନ ଆର ନାରାୟଣ ମୂର୍ତ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦେବାକୁ ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ଏମ୍‌ସର ୫ ଜଣିଆ ଡାକ୍ତର ଟିମ କରିବେ କେଜ୍ରିୱାଲ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଳୀ: ଦିଲ୍ଲୀ ମଦ ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଏବେ ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି। ଏବେ ଜେଲ୍‌ରେ ତାଙ୍କୁ ପ୍ରତିଦିନ ଦିଆଯାଉଛି ୪…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଆଜି ଏହି ସବୁ ବଡ଼ ବ୍ୟକ୍ତିଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏପ୍ରିଲ୍ ୨୬ (ଶୁକ୍ରବାର) ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୫୪୩ ଟି ଆସନ ପାଇଁ ସାମଗ୍ରିକ ଫଳାଫଳ ଜୁନ୍ ୪ରେ ଏକତ୍ର ଘୋଷିତ ହେବ।…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀଙ୍କ ନିକଟରେ ଅଛି ୬୨୨ କୋଟି, ଗରିବଙ୍କ ନିକଟରେ ଅଛି ୫୦୦ ଟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଦିନ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ହେବ। କେରଳର ସମସ୍ତ ୨୦ଟି ଲୋକସଭା ଆସନରେ, କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪ଟି ଆସନରେ, ରାଜସ୍ଥାନରେ ୧୩ଟି ଆସନରେ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ…
ଅଧିକ ଖବର ଦେଖନ୍ତୁ...