ଟି.ଏସ୍‌.ସିଂହଦେଓ ଓଡ଼ିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ନିଯୁକ୍ତ

ଭୁବନେଶ୍ବର : ଓଡିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଭାବେ ଛତିଶଗଡ଼ ରାଜ୍ୟ କଂଗ୍ରେସର ବରିଷ୍ଠ ‌େନତା ତ୍ରିଭୁବନେଶ୍ବର ସରଣ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ନିଯୁକ୍ତି ଦେଇଛନ୍ତି ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ତେବେ ପୂର୍ବଭଳି ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ଜିତେନ୍ଦ୍ର ସିଂହ କାର୍ଯ୍ୟ କରିବେ ବୋଲି ଏଆଇସିସି ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି।

ସମ୍ବନ୍ଧିତ ଖବର