ମ୍ୟାନ୍‌ର ବାର୍ଷିକ କ୍ରୀଡ଼ା

ଭୁବନେଶ୍ୱର: ମ୍ୟାନେଜ୍‌ ଅଟିଜିମ୍‌ ନାଓ (ମ୍ୟାନ୍‌) ପକ୍ଷରୁ ଏଟିସି (ଅଟିଜିମ୍‌ ଥେରାପି ସେଣ୍ଟର୍‌) ସହଯୋଗରେ ଫ୍ୟୁଚର ଭୁବନେଶ୍ୱର ସ୍କୁଲ୍‌ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୫ ଜଣ ଅଟିଷ୍ଟିକ୍‌ ଛାତ୍ର ସେମାନଙ୍କ ପରିବାର ଲୋକ ସାମିଲ ହୋଇଥିଲେ। ଚିନୁ ବିଜେତା ହୋଇଥିବାବେଳେ ଓଏଲ୍‌ଏସ୍‌, ଚେତନା, ଆଶ୍ରୟ ଓ ଉଦୟ ଅନୁଷ୍ଠାନ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର