ଚେନ୍ନାଇ ସୁପର କିଙ୍ଗ୍‌ସ: କେଉଁ ଖେଳାଳି କେତେ ଦର?

ଖେଳାଳି  ଦେଶ  ମୂଳଦର  ବିକ୍ରିଦର
ରବୀନ୍ଦ୍ର ଜାଦେଜା, ଭାରତ, ରିଟେନ୍‌
ଏମ୍‌ଏସ୍‌ ଧୋନି, ଭାରତ, ରିଟେନ୍‌
ଋତୁରାଜ ଗାଏକ୍ବାଡ, ଭାରତ, ରିଟେନ୍‌
ମୋଇନ୍‌ ଅଲ୍ଲୀ, ଇଂଲଣ୍ଡ, ରିଟେନ୍‌
ରବିନ ଉଥପ୍ପା, ଭାରତ, ୨ କୋଟି ୨ କୋଟି
ଡ୍ବାନ୍‌ ବ୍ରାଭୋ, ୱେଷ୍ଟ୍‌ଇଣ୍ଡିଜ୍‌, ୨ କୋଟି ୪.୪ କୋଟି
ଅମ୍ବାତି ରାୟୁଡୁ, ଭାରତ, ୨ କୋଟି ୬.୭୫ କୋଟି
ଦୀପକ ଚହର, ଭାରତ, ୨ କୋଟି ୧୪ କୋଟି
ତୁଷାର ଦେଶପାଣ୍ଡେ, ଭାରତ ,୨୦ ଲକ୍ଷ ୨୦ ଲକ୍ଷ
କେଏମ୍‌ ଆସିଫ୍‌, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ଶିଭମ୍‌ ଦୁବେ, ଭାରତ, ୫୦ ଲକ୍ଷ ୪ କୋଟି
ମହେଶ ଥିକ୍‌ସାନା, ଶ୍ରୀଲଙ୍କା, ୫୦ ଲକ୍ଷ ୭୦ ଲକ୍ଷ
ରାଜବର୍ଦ୍ଧନ ହଙ୍ଗରଗେକର, ଭାରତ, ୩୦ ଲକ୍ଷ ୧.୫ କୋଟି
ସିମ୍ରନଜିତ୍‌ ସିଂହ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ଡେଭନ୍‌ କନ୍‌ୱେ, ନ୍ୟୁଜିଲାଣ୍ଡ୍‌, ୧ କୋଟି ୧ କୋଟି
ଡ୍ବା‌ନ୍‌ ପ୍ରିଟୋରିଅସ୍‌, ଦକ୍ଷିଣ ଆଫ୍ରିକା, ୫୦ ଲକ୍ଷ ୫୦ ଲକ୍ଷ
ମିଚେଲ ସାଣ୍ଟନର୍‌, ନ୍ୟୁଜିଲାଣ୍ଡ୍‌, ୧ କୋଟି ୧.୯ କୋଟି
ଆଦାମ ମିଲ୍‌ନେ, ନ୍ୟୁଜିଲାଣ୍ଡ୍‌, ୧.୫ କୋଟି ୧.୯ କୋଟି
ଶୁଭ୍ରାଂଶୁ ସେନାପତି, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ମୁକେଶ ଚୌଧୁରୀ, ଭାରତ, ୨୦ଲକ୍ଷ ୨୦ ଲକ୍ଷ
ପ୍ରଶାନ୍ତ ସୋଲାଙ୍କି, ଭାରତ, ୨୦ ଲକ୍ଷ ୧.୨ କୋଟି
ସି ହରି ନିଶାନ୍ତ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ଏନ୍‌ ଜଗଦୀଶାନ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
କ୍ରିସ୍‌ ଜୋର୍ଡାନ, ଇଂଲଣ୍ଡ, ୨ କୋଟି ୩.୬ କୋଟି
ଭଗତ ବର୍ମା, ଭାରତ, ୨୦ ଲକ୍ଷ ୨୦ ଲକ୍ଷ

ସମ୍ବନ୍ଧିତ ଖବର