ଅନ୍ତଃମହାବିଦ୍ୟାଳୟ କିକ୍ ବକ୍ସିଂ: କିସ୍ ବାଳକ-ବାଳିକା ଉପବିଜେତା

ଭୁବନେଶ୍ବର: ଯାଜପୁରର ଏନ୍‌ସି ମହାବିଦ୍ୟାଳୟଠାରେ ଆୟୋଜିତ ଅନ୍ତଃମହାବିଦ୍ୟାଳୟ କିକ୍ ବକ୍ସିଂ ପ୍ରତିଯୋଗିତାରେ କିସ୍ ବାଳକ ଏବଂ ବାଳିକା ଦଳ ଉପବିଜେତା ଆଖ୍ୟା ଅଜର୍ନ କରିଛନ୍ତି। ସେହିଭଳି ସନ୍ୟାସି ମୁଥା ଏବଂ ଅଙ୍କିତା ଏକ୍କା ନିଜ ପ୍ରଭାବୀ ପ୍ରଦର୍ଶନ ବଳରେ ଛତିଶଗଡ଼ରେ ଆୟୋଜିତ ହେବାକୁ ଥିବା ଜାତୀୟ ବିଦ୍ୟାଳୟ କ୍ରୀଡ଼ା ଲାଗି ମନୋନୀତ ହୋଇଛନ୍ତି। କିସ୍ ଦଳ ଶେଖର ସୁମନ ଦାସଙ୍କ ପ୍ରଶିକ୍ଷଣରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର