ରାଜ୍ୟ ରୋଲର ସ୍କେଟିଂ ଡିସେମ୍ବର ୯ରେ

ଭୁବନେଶ୍ବର: ଓଡ଼ିଶା ରୋଲର ସ୍କେଟିଂ ସଂଘ ଆନୁକୂଲ୍ୟରେ ଆସନ୍ତା ମାସ ୯ ତାରିଖରେ ଦଶମ ରାଜ୍ୟ ରୋଲର ସ୍କେଟିଂ ପ୍ରତିଯୋଗିତା ଭଦ୍ରକରେ ଆୟୋଜିତ ହେବ। ପ୍ରଥମ ଥର ଭୁବନେଶ୍ବର ବାହାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ୪ ବର୍ଷରୁ ଉର୍ଧ ବୟସର ଖେଳାଳିମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ। ଭାଗନେବାକୁ ଇଚ୍ଛୁକ ଖେଳାଳିମାନେ ଅଧିକ ବିବରଣୀ ପାଇଁ ସଂଘର ସାଧାରଣ ସମ୍ପାଦକ ଧର୍ମାଦିତ୍ୟ ପଟ୍ଟନାୟକ (୯୪୩୯୬ ୧୩୩୩୧)ଙ୍କୁ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର