ଭୁୁବନେଶ୍ୱର: ଓଡ଼ିଆ ମାଟ୍ରିମୋନି ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସେମାନଙ୍କ ଜୀବନସାଥୀ ଖୋଜିବାରେ ସାହାଯ୍ୟ କରେ। ଓଡ଼ିଆ ମାଟ୍ରିମୋନି, ମ୍ୟାଟ୍ରିମୋନି.କମ୍ ଗ୍ରୁପ୍ର ଏକ ଅଂଶ, ଯାହାକି ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସେମାନଙ୍କର ପରଫେକ୍ଟ ମ୍ୟାଚ୍ ଖୋଜିବାରେ ସାହାଯ୍ୟ କରିଛି ଏବଂ ଗତ ୨୧ ବର୍ଷ ଧରି ଭାରତରେ ଅନଲାଇନ୍ ବିବାହର ଅଗ୍ରଦୂତ ଭାବରେ କାର୍ଯ୍ୟ କରିଆସୁଛି । ଲୋକମାନେ କାହିଁକି ଓଡ଼ିଆ ମାଟ୍ରିମୋନିକୁ ବାଛନ୍ତି? ଲୋକମାନେ ଏହାକୁ ବାଛନ୍ତି କାରଣ ଏହା ବିଶ୍ବବ୍ୟାପୀ ଓଡ଼ିଆଙ୍କ ପାଇଁ ନଂ.୧ ଏବଂ ସବୁଠାରୁ ବିଶ୍ବାସଯୋଗ୍ୟ ମାଟ୍ରିମୋନି ସେବା ପ୍ରଦାନ କରିଥାଏ। ଏହା ୧୦୦ ପ୍ରତିଶତ ଯାଞ୍ଚ ହୋଇଥିବା ମୋବାଇଲ୍ ନମ୍ବର ପ୍ରଦାନ କରେ ଏବଂ ଏହାର ସର୍ବାଧିକ ସଂଖ୍ୟକ ପ୍ରୋଫାଇଲ୍ ଅଛି ଯାହା ଲୋକଙ୍କୁ ସଠିକ୍ ବ୍ୟକ୍ତିଙ୍କ ସହିତ ଭେଟିବାର ସମ୍ଭାବନାକୁ ବୃଦ୍ଧି କରିଥାଏ। ଏଥିରେ ପଞ୍ଜିକୃତ ହେବା ପାଇଁ ସ୍ବଳ୍ପ ସମୟ ଲାଗେ ଓ ମାଗଣାରେ ପଞ୍ଜିକୃତ ହେବା ସହିତ ଏହାକୁ ବ୍ୟବହାର କରିବା ସହଜ ଅଟେ। ଓଡ଼ିଆମାନେ ବିଭିନ୍ନ ଭାଷା କହୁଥିବା ସଂପ୍ରଦାୟ ସେମାନଙ୍କର ସଠିକ୍ ମ୍ୟାଚ୍ ପାଇପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆପଣ ଭୁବନେଶ୍ବର, କଟକ, ବାଲେଶ୍ଵର, ଯାଜପୁର, ଭଦ୍ରକ, ବ୍ରହ୍ମପୁର, ପୁରୀ, ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ପସନ୍ଦ ଅନୁସାରେ ମ୍ୟାଚ୍ ପାଇପାରିବେ । ଆପଣଙ୍କ ସାଥୀ ଖୋଜିବା ପାଇଁ ଅନ୍ୟାନ୍ୟ ବିକଳ୍ପ ରହିଛି ଯେପରିକି ଆପଣଙ୍କୁ ଭଲ ଲାଗୁଥିବା କାର୍ଯ୍ୟ, ଶିକ୍ଷା, ଜୀବନ ଶୈଳୀ ଓ ବୃତ୍ତି ଇତ୍ୟାଦି। । ଚାଟ୍, ଭିଡ଼ିଓ ମିଟ୍ କିମ୍ବା ଫୋନ୍ କଲ୍ ମାଧ୍ୟମରେ ଆପଣଙ୍କର ମ୍ୟାଚ୍ ସହିତ ଯୋଗାଯୋଗ କରିବାର ବ୍ୟବସ୍ଥା ରହିଛି । ଆପଣଙ୍କର ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିରାପଦ ଅଟେ । ଉତ୍ତମ ନିରାପତ୍ତା ଓ ସୁରକ୍ଷା ବୈଶିଷ୍ଟ୍ୟ । ଓଡ଼ିଆ ମ୍ୟାଟ୍ରିମୋନିକୁ ନିରାପଦ ଏବଂ ସୁରକ୍ଷିତ କରିବା ପାଇଁ କେତେକ ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି – କିଏ ମୋତେ ଦେଖିପାରିବେ, ଏକ ଇଣ୍ଡଷ୍ଟ୍ରି ଲିଡ଼ି ନିରାପତ୍ତା ବୈଶିଷ୍ଟ୍ୟ ଯାହାକି ସଦସ୍ୟମାନଙ୍କୁ ଦେଇଥାଏ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଯାହାଦ୍ୱାରା ସେମାନେ ସ୍ଥିର କରିବେ କେଉଁମାନେ ପ୍ରୋଫାଇଲ୍କୁ ଦେଖିପାରିବେ ଏବଂ ତାଙ୍କୁ ଯୋଗାଯୋଗ କରିପାରିବେ ।
ଦ୍ବିତୀୟ ଅଭିନବ ବୈଶିଷ୍ଟ୍ୟ ହେଉଛି SecureConnect® ଯାହାକି ମହିଳା ସଦସ୍ୟମାନଙ୍କୁ ମୋବାଇଲ୍ ନମ୍ବର ପ୍ରକାଶ ନକରି ଆଶାୟୀଙ୍କ ଠାରୁ କଲ୍ ଗ୍ରହଣ କରିବାରେ ସାହାଯ୍ୟ କରେ । ଯେତେବେଳେ ଉପଭୋକ୍ତାମାନେ SecureConnect® କୁ ସକ୍ରିୟ କରନ୍ତି, ସେମାନେ ମୋବାଇଲ୍ ନମ୍ବରକୁ ଗୋପନୀୟ ରଖିବା ସମୟରେ ଆଶାୟୀ ମ୍ୟାଚ୍ ସହିତ କଥା ହୋଇପାରନ୍ତି । ଏହା ଅତିରିକ୍ତ, କିଏ ସେମାନଙ୍କୁ କଲ୍ କରିବେ ଏହାକୁ ସେମାନେ ଚୟନ କରିପାରିବେ। ଭିଡ଼ିଓ କଲିଂ ବୈଶିଷ୍ଟ୍ୟ ଫୋନ୍ ନମ୍ବର ବିନିମୟ ନକରି ଭିଡ଼ିଓ କଲ୍ ମାଧ୍ୟମରେ ସଂଯୋଗ କରିବାକୁ ଅନୁମତି ଦିଏ । ଅନ୍ୟ ଏକ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି “Prime’’- ଏକ ସଦସ୍ୟତା ସେବା ଯାହାକି ୧୦୦ ପ୍ରତିଶତ ଆଇଡ଼ି ଯାଞ୍ଚ ହୋଇଥିବା ପ୍ରୋଫାଇଲ୍ ପ୍ରଦାନ କରେ । ଲକ୍ଷ ଲକ୍ଷ ଓଡ଼ିଆ ପୁଅ ଓ ଝିଅମାନେ ଓଡ଼ିଆ ମାଟ୍ରିମୋନି ମାଧ୍ୟମରେ ସେମାନଙ୍କର ମ୍ୟାଚ୍ ପାଇଛନ୍ତି । ଆପଣ ମଧ୍ୟ ଏହାର ସୁଯୋଗ ନେଇପାରିବେ। ଆଜି ହିଁ ମାଗଣାରେ ପଞ୍ଜିକରଣ କରନ୍ତୁ । ସାହାଯ୍ୟ ପାଇଁ ଆମ ଫୋନ୍ ନମ୍ବର: 7538 805 666