ନିର୍ମାଣ ଶ୍ରମିକଙ୍କ ପେନ୍‌ସନ୍‌ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିର୍ମାଣ ଶ୍ରମିକଙ୍କ ପେନ୍‌ସନ୍‌ ଓ ଅନ୍ୟାନ୍ୟ ସହାୟତା ବୃଦ୍ଧି କରିଛନ୍ତି। ଏଣିକି ନିର୍ମାଣ ଶ୍ରମିକମାନେ ୩୦୦ ଟଙ୍କାରୁ ୫୦୦ ଟଙ୍କା ପାଇବେ। ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସର ହିତାଧିକାରୀ ୫୦୦ ଟଙ୍କା ବଦଳରେ ୭୦୦ ଟଙ୍କା ପାଇବେ।

ସମ୍ବନ୍ଧିତ ଖବର