ଓପିଜିସି ଅଂଶଧନ ବିକ୍ରି ପ୍ରସଙ୍ଗ: ଗଠନ ହେଲା କ୍ଷମତାପନ୍ନ କମିଟି

ଭୁବନେଶ୍ବର : ଓପିଜିସିର ୪୯% ଅଂଶଧନ ବିନିବେଶ ପ୍ରକ୍ରିୟାର ତଦାରଖ ଲାଗି ଶକ୍ତି ବିଭାଗ ପକ୍ଷରୁ ଆଜି ଏକ କ୍ଷମତାପନ୍ନ କମିଟି ଗଠନ କରାଯାଇଛି। ୭ଜଣିଆ ଏହି କମିଟିରେ ଉନ୍ନୟନ କମିସନର ଅଧ୍ୟକ୍ଷ ରହିଛନ୍ତି। ସାଧାରଣ ଉଦ୍ୟୋଗ ଓ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥ ଓ ଆଇନ ବିଭାଗର ପ୍ରମୁଖ ସଚିବ, ଓପିଜିସିର ମହାନିର୍ଦ୍ଦେଶକ, ଓସିପିଏଲ୍‌ର ନିର୍ଦ୍ଦେଶକ ଓ ସିଇଓ ଏହି କମିଟିର ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର