ସଂସଦରେ ଓଡ଼ିଆ: ଦ୍ବିତୀୟ ଲୋକସଭା (୧୯୫୭) ଓ ତୃତୀୟ ଲୋକସଭା (୧୯୬୨)ରେ ଓଡ଼ିଶାରୁ ନିର୍ବାଚିତ ସାଂସଦଙ୍କ ତାଲିକା

ନିର୍ବାଚନ ‌ମଣ୍ଡଳୀ       ସଦସ୍ୟ         ଦଳ

ଅନୁଗୁଳ : ବଡ଼କୁମାର ପ୍ରତାପ ଗଙ୍ଗଦେବ  – କଂଗ୍ରେସ
ବା‌େଲଶ୍ୱର : ଭାଗବତ ସାହୁ  – କଂଗ୍ରେସ
ବ୍ରହ୍ମପୁର : ରଚକୋଣ୍ଡା ଜଗନ୍ନାଥ ରାଓ – କଂଗ୍ରେସ (ଆଇ)
ଭଦ୍ରକ (ସଂ) : କାହ୍ନୁ ଚରଣ ଜେନା – କଂଗ୍ରେସ
ଭଞ୍ଜନଗର : ଅନନ୍ତ ତ୍ରିପାଠୀ ଶର୍ମା – କଂଗ୍ରେସ
ମୋହନ ନାୟକ  – କଂଗ୍ରେସ
ଭୁବନେଶ୍ୱର : ଚିନ୍ତାମଣି ପାଣିଗ୍ରାହୀ – କଂଗ୍ରେସ (ଆଇ)
ଡଃ ନୃସିଂହ ଚରଣ ସାମନ୍ତସିଂହାର – କଂଗ୍ରେସ
କଟକ : ନିତ୍ୟାନନ୍ଦ କାନୁନଗୋ – କଂଗ୍ରେସ
ଗଞ୍ଜାମ : ଉମା ଚରଣ ପଟ୍ଟନାୟକ – ସ୍ୱାଧୀନ
କଳାହାଣ୍ଡି : ବିଜୟ ଚନ୍ଦ୍ର ପ୍ରଧାନ – ଗଣତନ୍ତ୍ର ପରିଷଦ
ପ୍ରତାପ କେଶରୀ ଦେଓ – ସ୍ୱାଧୀନ
କେନ୍ଦ୍ରାପଡ଼ା : ବୈଷ୍ଣବ ଚରଣ ମଲ୍ଲିକ – ପିଏସ୍‌ପି
ସୁରେନ୍ଦ୍ର ମହାନ୍ତି ଉତ୍କଳ – କଂଗ୍ରେସ
ସୁରେନ୍ଦ୍ରନାଥ ଦ୍ୱିବେଦୀ – ପିଏସ୍‌ପି
କେନ୍ଦୁଝର (ସଂ) : ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ – କଂଗ୍ରେସ
କୋରାପୁଟ (ସଂ) : ତୋୟକା ସଂଗନ୍ନା – କଂଗ୍ରେସ
ମୟୂରଭଞ୍ଜ (ସଂ): ରାମ ଚନ୍ଦ୍ର ମାଝୀ  – ଝାଡ଼ଖଣ୍ଡ ପାଟିଁ
ସମ୍ବଲପୁର : ବନମାଳି କୁମ୍ଭାର – ଗଣତନ୍ତ୍ର ପରିଷଦ
ଶ୍ରଦ୍ଦାକର ସୁପକାର – କଂଗ୍ରେସ
ସୁନ୍ଦରଗଡ଼ : କା‌େଲା ଚନ୍ଦ୍ରମଣି – ଗଣତନ୍ତ୍ର ପରିଷଦ

ତୃତୀୟ ଲୋକସଭା (୧୯୬୨): ଓଡ଼ିଶାରୁ ନିର୍ବାଚିତ ସାଂସଦ ତାଲିକା

ନିର୍ବାଚନ ‌ମଣ୍ଡଳୀ        ସଦସ୍ୟ    ଦଳ

ଅନୁଗୁଳ : ହରେକୃଷ୍ଣ ମହତାବ – କଂଗ୍ରେସ
ବା‌େଲଶ୍ୱର : ଗୋକୁଳାନନ୍ଦ ମହାନ୍ତି – କଂଗ୍ରେସ
ବ୍ରହ୍ମପୁର ‌: ରଚକୋଣ୍ଡା ଜଗନ୍ନାଥ ରାଓ – କଂଗ୍ରେସ (ଆଇ)
ଭଦ୍ରକ (ସଂ) : କାହ୍ନୁ ଚରଣ ଜେନା – କଂଗ୍ରେସ
ଭଞ୍ଜନଗର : ଅନନ୍ତ ତ୍ରିପାଠୀ ଶର୍ମା – କଂଗ୍ରେସ
ମୋହନ ନାୟକ – କଂଗ୍ରେସ
ଭୁବନେଶ୍ୱର : ରାଜ ପୂର୍ଣ୍ଣ ଚନ୍ଦ୍ର ଦେଓ ଭଞ୍ଜ – କଂଗ୍ରେସ
ବୋଲାଙ୍ଗିର : ହୃଷିକେଶ ମହାନନ୍ଦ – ସ୍ୱତନ୍ତ୍ର ପାର୍ଟି
କଟକ : ନିତ୍ୟାନନ୍ଦ କାନୁନଗୋ – କଂଗ୍ରେସ
‌େଢ଼ଙ୍କାନାଳ : ବୈଷ୍ଣବ ଚରଣ ପଟ୍ଟନାୟକ – କଂଗ୍ରେସ
ଯାଜପୁର (ସଂ) : ରାମ ଚନ୍ଦ୍ର ମଲ୍ଲିକ – କଂଗ୍ରେସ
କଳାହାଣ୍ଡି : ପ୍ରତାପ କେଶରି ଦେଓ – ସ୍ୱତନ୍ତ୍ର
କେନ୍ଦ୍ରାପଡ଼ା : ସୁରେନ୍ଦ୍ରନାଥ ‌ଦ୍ୱିବେଦୀ  – ପିଏସ୍‌ପି
କେନ୍ଦୁଝର (ସଂ) : ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ  – କଂଗ୍ରେସ
କୋରାପୁଟ (ସଂ) : ରାମଚନ୍ଦ୍ର ଉଲ୍‌କା – କଂଗ୍ରେସ
ମୟୂରଭଞ୍ଜ (ସଂ) : ମହେଶ୍ୱର ନାଇକ – କଂଗ୍ରେସ
ଫୁଲବାଣି (ସଂ) : ଡଃ ରାଜେନ୍ଦ୍ର କୋହର – ସ୍ୱତନ୍ତ୍ର ପାଟିଁ
ପୁରୀ : ବିବୁ‌େଧନ୍ଦ୍ର ମିଶ୍ର – କଂଗ୍ରେସ
ସମ୍ବଲପୁର : କି‌ଷନ ପଟ୍ଟନାୟକ – ସୋସିଆଲିଷ୍ଟ ପାର୍ଟି
ସୁନ୍ଦରଗଡ଼ (ସଂ) : ଜଗ ନାରାୟଣ ସିଂହ – ସ୍ୱତନ୍ତ୍ର ପାର୍ଟି

ସମ୍ବନ୍ଧିତ ଖବର