କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଥୁଆପାଲି: ବରଗଡ଼-ଭେଡ଼େନ କେନାଲର ସହରାଟିକ୍ରାଠାରେ ଭାସୁଥିବା ଅବସ୍ଥାରେ ଜଣେ ଅଚିହ୍ନା ଯୁୁବକଙ୍କ ମୃତଦେହକୁ ଆଜି ମଧ୍ୟାହ୍ନରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବୟସ ପ୍ରାୟ ୪୦ ବର୍ଷ ହେବ। ଉଦ୍ଧାର ପରେ ଭେଡ଼େନ ପୁଲିସ୍‌ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି।

ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର