ବର୍ଷା‌ ଯୋଗୁଁ ଦକ୍ଷିଣ ଭାରତକୁ ଟ୍ରେନ୍‌ ସେବା ପ୍ରଭାବିତ

ଭୁବନେଶ୍ବର : ଲଗାଣ ବର୍ଷରେ ରେଳ ଧାରଣା ନିକଟରେ ପାଣି ଜମି ରହିବା ଯୋଗୁଁ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା କିଛି ଟ୍ରେନକୁ ବାତିଲ କିମ୍ବା ଆଂଶିକ ବାତିଲ କରାଯାଇଛି। ଆଜି ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ(୨୨୮୭୧) ବାତିଲ ହୋଇଛି। ସେହିପରି ଭୁବନେଶ୍ୱରରୁ ଛାଡ଼ିଥିବା ଭୁବନେଶ୍ୱର-ଯଶୋବନ୍ତପୁର ଏକ୍ସପ୍ରେସ(୧୨୮୪୫) ଏହାର ଯାତ୍ରା ମାର୍ଗରେ ନିୟନ୍ତ୍ରିତ ହେବ କିମ୍ବା ବିଶାଖାପାଟଣାରୁ ଯଶୋବନ୍ତପୁର ମଧ୍ୟରେ ବାତିଲ ରହିବ।

ସମ୍ବନ୍ଧିତ ଖବର