ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସି˚ହପୁର କାଇଜଙ୍ଗା ଜଳସେଚନ ସବ୍‌ଡିଭିଜନ୍‌ର ସହକାରୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଅଭିଯୁକ୍ତଙ୍କ କଟକ ନୂଆପଡ଼ାସ୍ଥିତ ଦୁଇ ମହଲା ଘର, କନ୍ଦରପୁର ପାଇକସାହିସ୍ଥିତ ଦୁଇ ମହଲା ଘର, କନ୍ଦରପୁର ଯଶପଡ଼ାସ୍ଥିତ ସମ୍ପର୍କୀୟଙ୍କ ଘର ଓ ମଧ୍ୟସ୍ଥିଙ୍କ ଘର ସହିତ ତାଙ୍କ କାର୍ଯ୍ୟାଳୟରେ ଏକ ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା।

ସମ୍ବନ୍ଧିତ ଖବର