Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଫ୍ଲିପ୍‌କାର୍ଟ ପ୍ରଥମ ଥର ପାଇଁ ଲଞ୍ଚ୍‌ କରିଛି ସ୍ମାର୍ଟ୍‌ଫୋନ୍‌, କ’ଣ ସବୁ ଫିଚର୍ସ୍‌ ପାଇଁ ଅଧିକ ବିକ୍ରିର ସମ୍ଭାବନା ରହିଛି?

0 1,431

ଭାରତ ବଜାରରେ ସ୍ମାଟ୍‌ର୍ଫୋନ୍‌ ବିକ୍ରି କରିବାରେ ଇ-କମର୍ସ୍‌ କମ୍ପାନିଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛି ଫ୍ଲିପ୍‌କାର୍ଟ୍‌। ବହୁ ବର୍ଷ ଧରି ଅନେକଙ୍କ ସ୍ମାର୍ଟ୍‌ଫୋନ୍‌ ବିକୁଥିବା ଏହି କମ୍ପାନି ଏବେ ନିଜର ସ୍ମାର୍ଟ୍‌ଫୋନ୍‌ ବିକ୍ରି କରିବାକୁ ଯାଉଛି।

Courtesy: DainikBhaskar
ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 × one =