ଯାଜପୁର: ୨୮ଟି ଚିପ୍‌ସ ବୋଝେଇ ହାଇଓ୍ଵା ଜବତ

0 21

ଯାଜପୁର:ବେଆଇନ ଭାବେ ଚାଲୁଥିବା କ୍ରସରରୁ ଭଦ୍ରକ, ବାଲେଶ୍ୱର ଓ ଧାମରାକୁ ଚୋରା ଚାଲାଣ ହେଉଥିବା ୨୮ଟି ଚିପ୍‌କସ ବୋଝେଇ ହାଇଓ୍ଵା ଗାଡ଼ିକୁ ଆଜି ସକାଳେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ପବୁଲିସ ଜବତ କରିଛି। ଏ ନେଇ ପୁଲିସ ପକ୍ଷରୁ ବ୍ୟସନଗର ତହସିଲଦାରଙ୍କୁ ଖବର ଦିଆଯାଇଛି। ସେ ଆସି ଏହି ସବୁ ଗାଡ଼ି ଗୁଡ଼ିକ ଉପରେ ଜରିମାନା ନିର୍ଦ୍ଧାରଣ କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.