ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ବଲାଙ୍ଗୀର:ଟିଟିଲାଗଡ଼ ଷ୍ଟେସନରୁ ୪ଲକ୍ଷ ୬୮ ହଜାର ଜାଲ ନୋଟ୍‌ ଜବତ,ଯବାନଙ୍କୁ ଆକ୍ରମଣ କରି ଧରାପଡ଼ିଲା ଅଭିଯୁକ୍ତ,

ବଲାଙ୍ଗୀର: ବାଂଲାଦେଶରୁ ଆସୁଥିବା ଜାଲ ନୋଟ୍‌ ସ୍ଥାନୀୟ ଲୋକଙ୍କ ସହଯୋଗରେ ରାଜ୍ୟରେ କାରବାର ହେଉଛି। ଏହିପରି ଏକ ଘଟଣାରେ ଗତକାଲି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ୬୮ ହଜାର ଟଙ୍କା ମୂଲ୍ୟର ଜାଲ ନୋଟ୍‌ ଜବତ କରାଯାଇଛି। ନୋଟ୍‌୍‌ କେଉଁଠାରୁ ଆସୁଥିଲା,…
ଅଧିକ ଖବର ଦେଖନ୍ତୁ...

ହସ ପୂର୍ବରୁ ଲୁହ: ନବଜାତ ଶିଶୁର ମା’ ହେବା ପୂର୍ବରୁ ବିଧବା ହେଲେ ମହିଳା

ବଲାଙ୍ଗୀର: କିଛି ଲୋକଙ୍କ ଜୀବନରେ ଦୁଃଖ ସହିତ ଯନ୍ତ୍ରଣା ବି ଆସିଥାଏ, ଯେଉଁଥିରେ କି ତାଙ୍କର ସ୍ୱପ୍ନ ଚୁରମାର ହୋଇ ଯାଇଥାଏ। ଜୀବନ ସାରା ଲୁହକୁ ସାଥୀ ଭାବେ ଗ୍ରହଣ କରି ବଂଚିବାକୁ ପଡ଼ିଥାଏ। ଏମିତି ଏକ ଦୁଃଖଦ କାହାଣୀ ଶନିବାର ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ପତ୍ନୀ ଲେବର ରୁମ୍‌ରେ, ଆଉଟ୍‌ଡୋରରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବଲାଙ୍ଗୀର: ଆସନ୍ନ ପ୍ରସବା ପତ୍ନୀଙ୍କୁ ନେଇ ଆସିଥିଲେ ଡାକ୍ତରଖାନା। ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଲେବର ରୁମ୍‌ରେ ପତ୍ନୀ ଏକ ନୂତନ ଜୀବନକୁ ଆଲୋକ ଦେଖାଇବା ପାଇଁ ଗର୍ଭଯନ୍ତ୍ରଣା ପାଉଥିିବା ବେଳେ ହସପିଟାଲ ଆଉଟ୍‌ଡୋର ପାଖରେ ହଠାତ ତାଙ୍କ ମଥାର ସିନ୍ଦୂର ଲିଭି ଯିବା ଭଳି…
ଅଧିକ ଖବର ଦେଖନ୍ତୁ...

ଅଜଣା କାର୍‌ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର

ମୁରିବାହାଲ: ମୁରିବାହାଲ ବ୍ଲକ୍‌ ହଳଦୀରୁ ଯୁଗିରତା ଗ୍ରାମକୁ ଯିବା ବୁଲାଣିରେ ଗୁରୁବାର ସଂଧ୍ୟାରେ ଏକ କାର୍‌ ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ କାର୍‌ଟି ଦ୍ରୁତ ଗତିରେ ଫେରାର ମାରିଥିଲା। ଗୁରୁତର ୨ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭୂଆଁପଡ଼ାରେ ପାନୀୟ ଜଳ ସମସ୍ୟା:ପଞ୍ଚାୟତ ଅଫିସରେ ତାଲା ଠୁଙ୍କିଲେ

ଗୁଡ଼ଭେଲା: ପାନୀୟ ଜଳ ସମସ୍ୟାରେ ଜର୍ଜରିତ ଗୁଡ଼ଭେଲା ବ୍ଲକ ଭୂଆଁପଡ଼ା ଗ୍ରାମବାସୀ ବୁଧବାର ପଞ୍ଚାୟତ ଅଫିସ ଘେରିବା ପାଇଁ ଜମା ହୋଇଥିଲେ। ଅଭିଯୋଗ କରିବା ପାଇଁ କାହାକୁ ନ ପାଇ ଶେଷରେ ତାଲା ପକାଇ ଦେଇଥିଲେ। ମାଢ଼େକେଲା ପଞ୍ଚାୟତ ଅନ୍ତର୍ଗତ ଭୂଆଁପଡ଼ାରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାନୀୟ ଜଳ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ଜୁନିଅର୍‌ କିରାଣି ପରୀକ୍ଷାରେ ଚଞ୍ଚକତା : ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ବଲାଙ୍ଗୀର : ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ କନିଷ୍ଠ କିରାଣି ପାଇଁ ରାଜ୍ୟ ସ୍ତରରେ ନିଯୁକ୍ତି ବିଜ୍ଞାପନ ବାହାରିଥିଲା। ଲିଖିତ ପରୀକ୍ଷା ପରେ ମନୋନୀତ ପ୍ରାର୍ଥୀଙ୍କ ପାଇଁ ଅନ୍ୟାନ୍ୟ ପରୀକ୍ଷା ଗତ ମାର୍ଚ୍ଚ ୪ ତାରିଖ ରବିବାର ଦିନ ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଥିଲା। କମ୍ପ୍ୟୁଟର ପରୀକ୍ଷାରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଟ୍ରାଫିକ କର୍ମଚାରୀଙ୍କୁ କମେଣ୍ଟ, ଯୁବକ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଭାଗିରଥି ଛକରେ କାର୍ଯ୍ୟରତ ଥିବା ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ତିନିଜଣ ଯୁବକ କମେଣ୍ଟ ଓ ଗାଳିଗୁଲଜ କରିଥିଲେ। ଜଣେ ଯୁବକଙ୍କୁ କାବୁ କରି ପିସିଆର୍‌ ପୁଲିସର ଜିମା ଦିଆଯାଇଥିବା ବେଳେ ଟାଉନ ପୁଲିସ ଅଟକ ରଖିଛି। ପଚରା ଉଚୁରା ଚଳାଇଛି ଥାନାରେ। ଗୁରୁବାର…
ଅଧିକ ଖବର ଦେଖନ୍ତୁ...

କୂଅ ଭିତରେ ଖସିପଡ଼ିଲା ପୁଅ, ଡେଇଁପଡ଼ିଲେ ମା’

ବଲାଙ୍ଗୀର : ଗଭୀର କୂଅରେ ଅଜାଣତରେ ଖସି ପଡିଲା ୪ ବର୍ଷର ପୁଅ। ପୁଅକୁ ଖୋଜି ଖୋଜି ମା’ ପହଞ୍ଚିଥିଲେ କୂଅ ପାଖରେ। ପୁଅ କୂଅରେ ଗଳି ପଡ଼ି କାନ୍ଦୁଥିବା ଦେଖି ମା’ ନିଜକୁ ସମ୍ଭାଳି ପାରିଲେ ନାହିଁ। ପୁଅକୁ ଉଦ୍ଧାର କରିବା ପାଇଁ ମା’ ବି କୂଅ ଭିତରକୁ ଡେଇଁ ପଡିଲେ। ପୁଅକୁ ସିନା ରକ୍ଷା କଲେ ହେଲେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ମାଡ଼ ଏବଂ ଉଲଗ୍ନ କରିବା ସହ ଚୁଟି କଟା ଘଟଣା:୫ ଗିରଫ, ମୁଖ୍ୟ ଅଭିଯୁକ୍ତ ସହ ୪ ଫେରାର

ଲୋଇସିଂହା: ଲୋଇସିଂହା ଥାନା ଅର୍ନ୍ତଗତ କରକଚିଆ ଗ୍ରାମରେ ଜଣେ ମହିଳାଙ୍କୁ ମାଡ଼ ଦେଇ ଚୁଟି କାଟିବା ସହ ଉଲଗ୍ନ କରିବା ଘଟଣାରେ ଲୋଇସିଂହା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତିମାନେ ହେଲେ ସୁଦାମ ବାରିକ, ତପସ୍ୱିନୀ ଗଡ଼ତ୍ୟା, ସସ୍ମିତା…
ଅଧିକ ଖବର ଦେଖନ୍ତୁ...

ବୟସ ଭାରରେ ନଇଁ ଯାଇଛି ଅଣ୍ଟା:ତଥାପି ବି ୨ ଦିବ୍ୟାଙ୍ଗ ନାତି ନାତୁଣୀଙ୍କ ସାହା ରୁବାନି

ଟିଟିଲାଗଡ଼: ବୟସ ଭାରରେ ନଇଁ ଗଲାଣି ଅଣ୍ଟା। ପରିସ୍ଥିତି ଏପରି ଯେ ନିଜର ଭାର ନିଜେ ଉଠାଇବାରେ ଅଣାୟତ। ଅଧା ବୟସରେ ଏକା ଛାଡ଼ି ଚାଲିଗଲେ ଝିଅଜ୍ୱାଇଁ। ଆଉ ଦେଇଗଲେ ବଢ଼ୀ ବୟସରେ ତିନି ତିନିଟି ପିଲାଙ୍କ ଲାଳନପାଳନର ଭାର। ୩ ଜଣଙ୍କ ମଧ୍ୟରୁ ପୁଣି ଦୁଇଜଣ ଦିବ୍ୟାଙ୍ଗ। ଏପରି ସ୍ଥିତିରେ ନା ଶାନ୍ତିରେ…
ଅଧିକ ଖବର ଦେଖନ୍ତୁ...