ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ବ୍ୟାଟେରି ଚାଳିତ ସାଇକଲ ତିଆରି କଲେ ଦଶମ ଶ୍ରେଣୀ ଛାତ୍ର : ଖର୍ଚ୍ଚ ୧୫ ହଜାର, ଥରେ ଚାର୍ଜରେ ୩୩ କିମି

ଦେବଗଡ଼ : ନିଜର ବିଚକ୍ଷଣ ବୁଦ୍ଧି ଓ ସୂକ୍ଷ୍ମ ଜ୍ଞାନକୌଶଳ ବଳରେ ଏକ ବ୍ୟାଟେରି ଚାଳିତ ସାଇକଲ ତିଆରି କରିଛନ୍ତି ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଅନୁରାଗ ପ୍ରଧାନ। ଖୁବ୍‌ କମ୍‌ ବୟସରେ ତାଙ୍କର ଏଭଳି ସଫଳତା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସାଇକଲଟି ତିଆରି…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଇ ପ୍ରତାରଣା

ବାମରା: ଗୋବିନ୍ଦପୁର ଥାନାଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ଗର୍ଭପାତ କରାଇବା, ଜୀବନରେ ମାରି ଦେବାକୁ ଧମକ୍‌ ଦେବା ଆଦି ଅଭିଯୋଗରେ ପୁଲିସ ରାଜୁ ଟପୋ (୪୫) ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଯୁବତୀ ଗର୍ଭପାତ ପାଇଁ ରାଜି ନ ହେବାରୁ…
ଅଧିକ ଖବର ଦେଖନ୍ତୁ...

ଚାହିଦା ଅନୁସାରେ ମିଳୁନି ବିହନ:ଦରକାର ୩୩୧୫ କୁଇଣ୍ଟାଲ ଆସିଛି ୧୯୪୦ କୁଇଣ୍ଟାଲ ବିହନ

ଦେବଗଡ଼: ସାଧାରଣତଃ ଅକ୍ଷୟ ତୃତୀୟା ପରଠାରୁ ଜିଲ୍ଲାରେ ଖରିଫ ଋତୁର ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ। ଆଉ କିଛି ଦିନ ମଧ୍ୟରେ ମୌସୁମୀ ବର୍ଷା ହେବ। ଜିଲ୍ଲାରେ ବିଭିନ୍ନ ପ୍ରକାର ଧାନ ବିହନ ପାଇଁ ଚଳିତ ଖରିଫ ଋତୁରେ ୩୩୧୫ କୁଇଣ୍ଟାଇ ଆବଶ୍ୟକ ପଡୁଥିବା ବେଳେ ଏହାର ପ୍ରତିବଦଳରେ ଆସିଛି ମାତ୍ର…
ଅଧିକ ଖବର ଦେଖନ୍ତୁ...

ତିଲେଇବଣୀ ବ୍ଲକ ଜେ.ଇଙ୍କୁ ଆକ୍ରମଣ ଓ ଧମକ ଘଟଣା:କଲମଛାଡ଼ ଆନ୍ଦୋଳନ ଚେତାବନୀ

ଦେବଗଡ଼: ତିଲେଇବଣୀ ବ୍ଲକ କନିଷ୍ଠ ଯନ୍ତ୍ରୀ ଅସିତ ନାୟକଙ୍କୁ ବିଧାୟକ ପ୍ରତିନିଧି ଯୋଗେଶ ପ୍ରଧାନ ଜାତିଗୋତ୍ର ଉଚ୍ଚାରଣ କରିବା ସହ ମାଡ ମାରିବା ଏବଂ ହତ୍ୟା ଧମକ ଦେବା ଘଟଣାର ପ୍ରତିବାଦ କରି ଦେବଗଡ ଜିଲ୍ଲା ଓଡ଼ିଶା ଇଂଜିନୟର ସେବା ସଂଘ ଶାଖା ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବସନ୍ତ ନିବାସ ଠାରେ ଏକ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ମାଓ କ୍ୟାମ୍ପ ଠାବ, ସାମଗ୍ରୀ ଜବତ : ଖସି ପଳାଇଲା ଅନମୋଲ

ଦେବଗଡ଼ : ବେଶ୍‌ କିଛି ଦିନର ନିରବତା ପରେ ପୁଣି ଦେବଗଡ଼ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦେଖାଦେଇଛି। ପୁଲିସର ଲଗାତାର କମ୍ବିଂ ଫଳରେ ଏହି ଜିଲ୍ଲାରେ ଲାଲବାହିନୀ ଏକପ୍ରକାର ଭୁଶୁଡ଼ି ପଡ଼ିଥିଲା। ଏବେ ଜିଲ୍ଲାର ବାରକୋଟ ବ୍ଲକ କେଲଡା ପଞ୍ଚାୟତର ଚାପବାହାଳ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଭୂମିହୀନଙ୍କୁ ଘର ଡିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦାବି:ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲା କଂଗ୍ରେସ, ଧସ୍ତାଧସ୍ତି

ଦେବଗଡ଼: ଭୂମିହୀନଙ୍କୁ ଘର ଡିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ମଙ୍ଗଳବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଅଫିସ୍‌ ଭିତରକୁ ଧସେଇ ପଶୁଥିବା ବେଳେ ରୋକିବାକୁ ଚେଷ୍ଟା କରୁଥିବା ପୁଲିସ୍‌ ସହ…
ଅଧିକ ଖବର ଦେଖନ୍ତୁ...

ଛତାବର ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ:ଉଚ୍ଛେଦ ନୋଟିସ୍‌ ଦେଲେ ତହସିଲଦାର

ରିଆମାଳ: ରିଆମାଳ ବ୍ଲକ୍‌ ନାଉଲିପଡ଼ା ପଞ୍ଚାୟତର ଛାତାବର ଦେଇ ଯାଇଥିବା ଜାତୀୟ ରାଜପଥର ହାଇସ୍କୁଲରୁ ମେଡିକାଲ ପର୍ଯ୍ୟନ୍ତ ୩୦୦ ମିଟର ରାସ୍ତା ନିର୍ମାଣ ନିମନ୍ତେ ଜବରଦଖଲ ଉଚ୍ଛେଦ ଓ ଡିମର୍କେସନ୍‌ ପାଇଁ ତହସିଲଦାର ଡାନିଏଲ ଏକା ନୋଟିସ୍‌ ଜାରି କରିଛନ୍ତି। ଏ ନେଇ ଶ୍ରୀ ଏକ୍କା ଶନିବାର ପତ୍ର…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଦେବଗଡ଼ : ବାରକୋଟ ଥାନା ମସିନ୍ତା ଗ୍ରାମର ରୋହିଦାସ ଜାରିକା (୬୦) ରବିବାର ଭାଲୁ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ସେ ମଧ୍ୟାହ୍ନରେ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ଜଙ୍ଗଲୀ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ରୋହିଦାସଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିବା ସହ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧଙ୍କୁ ଧରିଲେ, ପିଟିଲେ,ପିଲା ଚୋର ଗୁଜବ

ଧର୍ମଗଡ଼: ବର୍ତ୍ତମାନ ପିଲା ଚୋର ଗୁଜବ ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଜଣେ ବୃଦ୍ଧଙ୍କୁ ଧର୍ମଗଡ ବ୍ଲକ ଅନ୍ତର୍ଗତ କନ୍ତେର ଓ ସରଧାପୁରବାସୀ ଏକ ପୋଲ ନିକଟରୁ ଧରିଥିଲେ। ଏହି ବୃଦ୍ଧଙ୍କ ନିକଟରୁ ଛୋଟ ଛୁରି, ବିସ୍କୁଟ ଓ ଚକଲେଟ ଦେଖି ଏହା ନିଶ୍ଚିତ ପିଲା ଚୋର…
ଅଧିକ ଖବର ଦେଖନ୍ତୁ...

ପିଲାଚୋରି ଗୁଜବ: ରାତି ପହରା ଦେଉଛନ୍ତି ଗ୍ରାମବାସୀ

ମ.ରାମପୁର: କିଛିଦିନ ହେଲା କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳରେ ପିଲାଚୋରି ଗୁଜବରେ ଲୋକେ ଭୟଭୀତ ରହିବା ସହ ଗ୍ରାମବାସୀ ରାତିରେ ପହରା ଦେଉଥିବା ଜଣାଯାଇଛି। ପୁଲିସ ତରଫରୁ ଏହା ଏକ ଗୁଜବ ତଥା ଯଦି କେହି ସନ୍ଦେହଜନକ ବ୍ୟକ୍ତି ନଜରକୁ ଆସନ୍ତି ତେବେ ତାଙ୍କୁ ମାରପିଟ ନକରି ଥାନାର ଜିମା…
ଅଧିକ ଖବର ଦେଖନ୍ତୁ...